Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଇରାନରେ ଚାଲିଥିବା ଏସିଆନ ପୁରୁଷ ଭଲିବଲ ଚମ୍ପିୟାନସିପରେ ଭାରତକୁ ମିଳିଲା ବ୍ରୋଞ୍ଜ ପଦକ
ଅନ୍ତରାଷ୍ଟ୍ରୀୟ

ଇରାନରେ ଚାଲିଥିବା ଏସିଆନ ପୁରୁଷ ଭଲିବଲ ଚମ୍ପିୟାନସିପରେ ଭାରତକୁ ମିଳିଲା ବ୍ରୋଞ୍ଜ ପଦକ

August 22, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଇରାନରେ ଚାଲିଥିବା ଏସିଆନ ପୁରୁଷ ଭଲିବଲ ଚମ୍ପିୟାନସିପରେ ଭାରତକୁ ମିଳିଲା ବ୍ରୋଞ୍ଜ ପଦକ

ଭୁବନେଶ୍ବର: ୧୪ ତମ ଏସିଆନ ପୁରୁଷ ଅଣ୍ଡର-୧୮ ଭଲିବଲ୍ ଚମ୍ପିୟାନସିପରେ କୋରିଆକୁ ହରାଇ ଭାରତ ବ୍ରୋଞ୍ଜ ପଦକ ପାଇବାରେ ସଫଳ ହୋଇଛି। ଗତ ଥର ସିଲଭର ପଦକ ଜିତିଥିବା କୋରିଆକୁ ୩-୨ ସେଟ୍ (୨୫-୨୦, ୨୫-୨୧, ୨୬-୨୮, ୧୯-୨୫ ଏବଂ ୧୫-୧୨) ରେ ପରାସ୍ତ କରି ଭାରତ ବ୍ରୋଞ୍ଜ ପଦକ ଜିତିଛି।

କୋରିଆକୁ ହରାଇବାରେ ଭାରତୀୟ ଦଳର ଆଶିଷ ସ୍ବାଇଁ, ଆର୍ଯ୍ୟାୟନ ବାଲିଆନ, ଖୁଶ ସିଂ ଏବଂ କାର୍ତ୍ତିକ ଶର୍ମା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପ୍ରାଥମିକ ଲିଗ୍ ମ୍ୟାଚରେ ଭାରତ କୋରିଆକୁ ପରାସ୍ତ କରି ସେମିପାଇନାଲକୁ ଉନ୍ନତ ହୋଇଥିଲା।

ଗତକାଲି ଆୟୋଜିତ ସେମିଫାଇନାଲ ମ୍ୟାଚରେ ଇରାନଠାରୁ ଭାରତ ହାରିଯାଇଥିଲା। ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ତଥା ପୂର୍ବ ଚାମ୍ପିଅନ୍ ଚୀନ୍ ୫ମ ସ୍ଥାନ ଏବଂ ଚାଇନିଜ୍ ତାଇପେଇ ଷଷ୍ଠ ଏବଂ କୋରିଆ ୪ର୍ଥ ସ୍ଥାନ ପାଇଛି। ଏହି ଚାମ୍ପିୟନସିପ୍‌ରେ ଭାରତ ଅଲରାଉଣ୍ଡର ପ୍ରଦର୍ଶନ ପ୍ରଦର୍ଶନ କରିଥିଲା।

ଇରାନର ତେହେରାନଠାରେ ଥିବା ଫେଡେରେସନ୍ ହଲ୍ ରେ ୧୪ ତମ ଏସୀୟ ପୁରୁଷ ଅଣ୍ଡର-୧୮ ଭଲିବଲ୍ ଚାମ୍ପିଅନସିପ୍ ୨୦୨୨ ଆୟୋଜିତ ହୋଇଥିଲା। ଏହା ୧୫ ଅଗଷ୍ଠରୁ ଆରମ୍ଭ ହୋଇ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ଭାରତୀୟ ଦଳରେ ଓଡିଶାରୁ ଏକମାତ୍ର ଖେଳାଳୀ ଆଶିଷ ସ୍ବାଇଁ ସାମିଲ ହୋଇଥିଲେ।

ବ୍ରୋଞ୍ଜ ପଦକ
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.