Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରୋହିତଙ୍କ ଠାରୁ ଛଡ଼ାଯିବ ଟି-୨୦ ଅଧିନାୟକତ୍ୱ, ଏବେ ଶ୍ରୀଲଙ୍କା ବିପକ୍ଷରେ ଏହି ଖେଳାଳିଙ୍କୁ ମିଳିବ ଦାୟିତ୍ଵ
ଆଜିର ଖବର

ରୋହିତଙ୍କ ଠାରୁ ଛଡ଼ାଯିବ ଟି-୨୦ ଅଧିନାୟକତ୍ୱ, ଏବେ ଶ୍ରୀଲଙ୍କା ବିପକ୍ଷରେ ଏହି ଖେଳାଳିଙ୍କୁ ମିଳିବ ଦାୟିତ୍ଵ

November 21, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଗାମୀ ଦିନରେ ଭାରତୀୟ କ୍ରିକେଟ୍ ଦଳରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଟି-୨୦ ଆନ୍ତର୍ଜାତୀୟରୁ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଛୁଟି ସ୍ଥିର ହୋଇଛି। ଏହା ସତ୍ତ୍ୱେ ୨୦୨୩ ବିଶ୍ୱକପ ପର୍ଯ୍ୟନ୍ତ ଦିନିକିଆ ଏବଂ ଟେଷ୍ଟ ଟିମ୍ ରେ ଭାରତୀୟ ଦଳର ନେତୃତ୍ଵ ନେବା ପାଇଁ ରୋହିତଙ୍କ ଉପରେ ଚୟନକର୍ତ୍ତାମାନେ ନିର୍ଭର କରିବେ। ଖବର ଅନୁଯାୟୀ, ଶ୍ରୀଲଙ୍କା ବିପକ୍ଷ ଟି-୨୦ ଏବଂ ଦିନିକିଆ ସିରିଜ୍ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭାରତର ଟି-୨୦ ଅଧିନାୟକ ଭାବରେ ନିଯୁକ୍ତ କରାଯାଇପାରେ।

ଦିନିକିଆ ଭାରତୀୟ କ୍ରିକେଟ୍ ଦଳ ରୋହିତ ଶର୍ମା ହାର୍ଦ୍ଦିକ ପାଣ୍ଡ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

୫୦୦ ଟଙ୍କିଆ ନୋଟ୍ ବନ୍ଦ ପାଇଁ ଚନ୍ଦ୍ରବାବୁ ନାଇଡ଼ୁଙ୍କ ପୁନର୍ବାର ଦାବି

November 10, 2026

୭ ହଜାର ଲାଞ୍ଚ ନେଇ ଚାକିରିରୁ ବରଖାସ୍ତ ହେଲେ ORS ଅଧିକାରୀ ମନୀଷା ମିଶ୍ର

November 10, 2026

ଆଜି ହେଉଛି ଗିରି ଗୋବର୍ଦ୍ଧନ ପୂଜା: ଜାଣନ୍ତୁ ଏହି ପୂଜା କଣ କାହିଁକି ହୁଏ ପାଳନ

November 10, 2026

ରେଲୱେରେ ବିନା ପରୀକ୍ଷାରେ ୪୬୫୧ ପଦବୀରେ ନିଯୁକ୍ତି: କାଲିଠୁ ଆରମ୍ଭ ହେବ ଆବେଦନ

November 10, 2026
Latest News

୫୦୦ ଟଙ୍କିଆ ନୋଟ୍ ବନ୍ଦ ପାଇଁ ଚନ୍ଦ୍ରବାବୁ ନାଇଡ଼ୁଙ୍କ ପୁନର୍ବାର ଦାବି

November 10, 2026

୭ ହଜାର ଲାଞ୍ଚ ନେଇ ଚାକିରିରୁ ବରଖାସ୍ତ ହେଲେ ORS ଅଧିକାରୀ ମନୀଷା ମିଶ୍ର

November 10, 2026

ଆଜି ହେଉଛି ଗିରି ଗୋବର୍ଦ୍ଧନ ପୂଜା: ଜାଣନ୍ତୁ ଏହି ପୂଜା କଣ କାହିଁକି ହୁଏ ପାଳନ

November 10, 2026

ରେଲୱେରେ ବିନା ପରୀକ୍ଷାରେ ୪୬୫୧ ପଦବୀରେ ନିଯୁକ୍ତି: କାଲିଠୁ ଆରମ୍ଭ ହେବ ଆବେଦନ

November 10, 2026

ଆଜି ହେଉଛି ଗୋବର୍ଦ୍ଧନ ପୂଜା: ଗାଈକୁ ପୂଜା କରି କ’ଣ ରଖିଲେ ଆପଣଙ୍କର ଶୁଭ ହେବ ଜାଣନ୍ତୁ

November 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.