Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ହକି ବିଶ୍ୱକପ ପାଇଁ ଆନ୍ଥେମ ପ୍ରସ୍ତୁତି କଲେ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ
ଖେଳ

ହକି ବିଶ୍ୱକପ ପାଇଁ ଆନ୍ଥେମ ପ୍ରସ୍ତୁତି କଲେ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ

January 5, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
HockeyAnthem
ହକି ବିଶ୍ୱକପ ପାଇଁ ଆନ୍ଥେମ ପ୍ରସ୍ତୁତି କଲେ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ

Hockey Worldcup Anthem: ଓଡ଼ିଶାର ପୁଣି ଥରେ ଟେକ ରଖିଛନ୍ତି ବିଶିଷ୍ଟ ସଂଗୀତ ନିର୍ଦେଶକ ପ୍ରେମ୍ ଆନନ୍ଦ୍। ନିଜ କ୍ୟାରିୟରରେ ଟ୍ରାଇବାଲ ଆନ୍ଥେମ ପ୍ରସ୍ତୁତ ସହ ୭୦ରୁ ଅଧିକ ଓଡ଼ିଆ ସିନେମା ଏବଂ ହିନ୍ଦୀ, ମରାଠୀ, ବେଙ୍ଗଲୀର ପ୍ରାୟ ଦଶଟି ଫିଲ୍ମର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ।

ଏବେ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ତାହା ହେଲା ପ୍ରେମାନନ୍ଦ ପୁରୁଷ ହକି ବିଶ୍ୱକପ-୨୦୨୩ ପାଇଁ  ହକି ଫେଡେରସନ୍ ଅଫ୍ ଇଣ୍ଡିଆ ପାଇଁ “ଆନ୍ଥେମ୍” ପ୍ରସ୍ତୁତ କରିଛନ୍ତି। ଯାହା ତାଙ୍କର ସୁନାମ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହେବ।

ହକି ବିଶ୍ୱ କପ ‘ଆନ୍ଥେମ‘କୁ ବଲିଉଡର ଖ୍ୟାତନାମା ଗୀତିକାର ସମୀର ରଚନା କରିଥିବା ବେଳେ ସୁଖ୍ ବିନ୍ଦର ସିଂ କଣ୍ଠ ଦାନ କରିଛନ୍ତି। ଗୁରୁବାର ଦିନ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିଅମରେ ଉକ୍ତ ବହୁ ଚର୍ଚ୍ଚିତ ଆନ୍ଥେମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିବାର କାର୍ଯ୍ୟକ୍ରମ ରହିଛି।

ପ୍ରେମ୍ ଆନନ୍ଦ୍ ଏଭଳି ଜଣେ ଏକ ବ୍ୟକ୍ତି, ଯିଏ ରାଜ୍ୟପାଳ ପ୍ରଫେସର୍ ଗଣେଶୀଲାଲଙ୍କୁ ନେଇ ଉତ୍କଳ ଜନନୀ ଗୀତ କରିଛନ୍ତି ଓ ବିନା ବାଦ୍ୟ ଯନ୍ତ୍ରରେ ସେ ଶ୍ରୀମନ୍ଦିରର ଗୀତ କରି ‘ଏକାପଲା’ର ନୂଆ ପରମ୍ପରା ସୃଷ୍ଟି କରିଛନ୍ତି। ନିକଟରେ ସେ ଜୀ ଟିଭି ପାଇଁ ଏକ ଚର୍ଚ୍ଚିତ ହିନ୍ଦୀ ଆଲବମ ଗୀତ ପ୍ରସ୍ତୁତ କରିଥିଲେ।

ହକି ଇଣ୍ଡିଆର ନିର୍ଦେଶ କ୍ରମେ ହକି ବିଶ୍ୱକପ-୨୦୨୩ ପାଇଁ ପ୍ରେମ୍ ଆନନ୍ଦ୍ ପ୍ରସ୍ତୁତ କରିଥିବା ଆନ୍ଥେମ ନିମନ୍ତେ ପ୍ରତିଟି ଓଡିଆ ନିଶ୍ଚିତ ଗର୍ବିତ ହେବେ। କାରଣ ହକି ଇଣ୍ଡିଆର ସଭାପତି ଭାବେ ଓଡିଆ ଖେଳାଳୀ ଦିଲ୍ଲୀପ ତିର୍କି ସଭାପତି ଭାବେ ନିଯୁକ୍ତ ହୋଇ ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି। ଠିକ ସେହିପରି ପ୍ରେମାନନ୍ଦ ଏହି ଗୀତ କରି ଏକ ନୂଆ ଇତିହାସ ରଚିଛନ୍ତି।

Hockey World Cup ହକି ବିଶ୍ବକପ
Share. Facebook Twitter LinkedIn Email WhatsApp Copy Link

Related Posts

Tata Steel Result: ନିଟ୍ ଲାଭ ୧୩% ହ୍ରାସ ପାଇ ୨,୬୮୯ କୋଟି ଟଙ୍କାରେ ପହଞ୍ଚିଲା

February 6, 2026

ଭାରତୀୟ ରେଳବାଇରେ ୨୦୧୪-୧୫ ଏବଂ ୨୦୨୪-୨୫ ମଧ୍ୟରେ ୫.୦୮ ଲକ୍ଷ ନିଯୁକ୍ତି: ଅଶ୍ୱିନୀ ବୈଷ୍ଣବ

February 6, 2026

ଇଂଲଣ୍ଡକୁ ପରାସ୍ତ କରି ଷଷ୍ଠ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ହେଲା ଭାରତ: ବିଜୟର ହିରୋ ବୈଭବ ସୂର୍ଯ୍ୟବଂଶୀ

February 6, 2026

ଭାରତ ସରକାର, ନାଗାଲାଣ୍ଡ ସରକାର ଏବଂ ଇ.ଏନ୍.ପି.ଓ. ମଧ୍ୟରେ ଐତିହାସିକ ରାଜିନାମା ସ୍ୱାକ୍ଷରିତ

February 6, 2026
Latest News

Tata Steel Result: ନିଟ୍ ଲାଭ ୧୩% ହ୍ରାସ ପାଇ ୨,୬୮୯ କୋଟି ଟଙ୍କାରେ ପହଞ୍ଚିଲା

February 6, 2026

ମାଓବାଦ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସର ବଡ଼ ସଫଳତା: ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

February 6, 2026

ଭାରତୀୟ ରେଳବାଇରେ ୨୦୧୪-୧୫ ଏବଂ ୨୦୨୪-୨୫ ମଧ୍ୟରେ ୫.୦୮ ଲକ୍ଷ ନିଯୁକ୍ତି: ଅଶ୍ୱିନୀ ବୈଷ୍ଣବ

February 6, 2026

ଇଂଲଣ୍ଡକୁ ପରାସ୍ତ କରି ଷଷ୍ଠ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ହେଲା ଭାରତ: ବିଜୟର ହିରୋ ବୈଭବ ସୂର୍ଯ୍ୟବଂଶୀ

February 6, 2026

ପ୍ରଗତି ପଥରେ ଅଗ୍ରସର ହେଉଥିବା ଓଡ଼ିଶା ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି: ରାଜ୍ୟପାଳ

February 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.