Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହକି ବିଶ୍ଵକପରେ ଦକ୍ଷିଣ ଆଫ୍ରିକାକୁ ୫-୨ ରେ ପରାସ୍ତ କଲା ଭାରତ, ୯ ମ ସ୍ଥାନରେ ରହିଲା ସନ୍ତୁଷ୍ଟ
ଆଜିର ଖବର

ହକି ବିଶ୍ଵକପରେ ଦକ୍ଷିଣ ଆଫ୍ରିକାକୁ ୫-୨ ରେ ପରାସ୍ତ କଲା ଭାରତ, ୯ ମ ସ୍ଥାନରେ ରହିଲା ସନ୍ତୁଷ୍ଟ

January 28, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି ରାଉରକେଲାରେ ଚାଲିଥିବା ହକି ବିଶ୍ୱକପ୍‌ର ଶେଷ ମ୍ୟାଚ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୫-୨ ରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ହକି ବିଶ୍ୱକପ-୨୦୨୩ ରେ ୯ ମ ସ୍ଥାନ ହାସଲ କରିଛି। ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତର ପାଞ୍ଚଜଣ ଭିନ୍ନ ଭିନ୍ନ ଖେଳାଳି ଗୋଲ ସ୍କୋର କରି ଟୁର୍ଣ୍ଣାମେଣ୍ଟକୁ ବିଜୟୀ କରିଥିଲେ। ଟୁର୍ଣ୍ଣାମେଣ୍ଟରେ ୯ ରୁ ୧୨ ସ୍ଥାନ ପାଇଁ ଏହି ମ୍ୟାଚ୍ ଖେଳାଯାଇଥିଲା। ଏହାପୂର୍ବରୁ ହରମାନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଦଳ ଗୁରୁବାର ଦିନ ୯ ରୁ ୧୬ ସ୍ଥାନ ପାଇଁ ଜାପାନକୁ ୮-୦ ଗୋଲରେ ପରାସ୍ତ କରିଛି। ପେନାଲ୍ଟି ସୁଟଆଉଟରେ ନ୍ୟୁଜିଲ୍ୟାଣ୍ଡ ଦ୍ଵାରା କ୍ୱାର୍ଟର ଫାଇନାଲ ଦୌଡରୁ ଟିମ୍ ଇଣ୍ଡିଆକୁ ବାଦ୍ ଦିଆଯାଇଥିଲା।

ଗୋଲ ସାରାଂଶ:

ଭାରତ:

୫ ମିନିଟ- ଅଭିଷେକ ନୈନ
୧୨ ମିନିଟ- ହରମାନପ୍ରୀତ ସିଂ
୪୫ ମିନିଟ- ସମଶର ସିଂ
୪୯ ମିନିଟ- ଆକାଶଦୀପ ସିଂ
୫୯ ମିନିଟ- ସୁଖଜିତ୍ ସିଂ

ଦକ୍ଷିଣ ଆଫ୍ରିକା:

୪୯ ମିନିଟ- ସଙ୍କେଲୋ ମୱିମ୍ବି
୬୦ ମିନିଟ- କାସିମ୍ ମୁସ୍ତଫା।

ଦକ୍ଷିଣ ଆଫ୍ରିକା ବିର୍ସା ମୁଣ୍ଡା ଭାରତ ରାଉରକେଲା ହକି ବିଶ୍ଵକପ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.