Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଭଳି ହୋଇପାରେ ରାଜସ୍ଥାନ ଏବଂ ଲକ୍ଷ୍ନୌର ସମ୍ଭାବ୍ୟ ଏକାଦଶ, ଜାଣନ୍ତୁ ମ୍ୟାଚ୍ ପୂର୍ବାନୁମାନ
ଆଜିର ଖବର

ଏଭଳି ହୋଇପାରେ ରାଜସ୍ଥାନ ଏବଂ ଲକ୍ଷ୍ନୌର ସମ୍ଭାବ୍ୟ ଏକାଦଶ, ଜାଣନ୍ତୁ ମ୍ୟାଚ୍ ପୂର୍ବାନୁମାନ

April 19, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି ଆଇପିଏଲ୍ ରେ ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଦଳ ମୁହାଁମୁହିଁ ହେବେ। ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭.୩୦ ରେ ଆରମ୍ଭ ହେବ। ବର୍ତ୍ତମାନ, ରାଜସ୍ଥାନ ରୟାଲ୍ସ ଦଳ ପଏଣ୍ଟ ଟେବୁଲର ଶୀର୍ଷରେ ଥିବାବେଳେ କେଏଲ ରାହୁଲଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ସୁପର ଜିଆଣ୍ଟସ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି। ଏହିପରି, ପ୍ରଶଂସକମାନେ ପଏଣ୍ଟ ଟେବୁଲର ଶ୍ରେଷ୍ଠ-୨ ଦଳ ମଧ୍ୟରେ ଏକ ଆକର୍ଷଣୀୟ ପ୍ରତିଯୋଗିତା ଦେଖିବାକୁ ପାଇବେ।

ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଦଳ ସୱାଇ ମାନସିଂହ ଷ୍ଟାଡିୟମ୍ ଜୟପୁରରେ ମୁହାଁମୁହିଁ ହେବେ। ସାୱାଇ ମାନସିଂହ ଷ୍ଟାଡିୟମର ପିଚ୍ ବିଷୟରେ କହିବାକୁ ଗଲେ ଏହି ୱିକେଟ୍ ରେ ହାରାହାରି ସ୍କୋର ୧୬୪ ରନ୍ ହୋଇଛି। ଏଥି ସହିତ, ପରିସଂଖ୍ୟାନ ଦର୍ଶାଉଛି ଯେ, ପଛରେ ବ୍ୟାଟିଂ କରୁଥିବା ଦଳ ଅଧିକ ମ୍ୟାଚ୍ ଜିତିଛନ୍ତି। ତେବେ ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମଧ୍ୟରେ ହୋଇଥିବା ମ୍ୟାଚରେ ଟସ୍ ଜିତିଥିବା ଅଧିନାୟକ ପ୍ରଥମେ ବୋଲିଂ କରିବାକୁ ଚାହାଁନ୍ତି। ତେବେ ଟସ୍ ଜିତିଥିବା ଅଧିନାୟକ ପ୍ରଥମେ କ’ଣ କରିବେ ତାହା ଦେଖିବା ମଜାଦାର ହେବ।

ଲକ୍ଷ୍ନୌ ସୁପର ଜଏଣ୍ଟସ୍ ର ସମ୍ଭାବ୍ୟ ଏକାଦଶ ଖେଳାଳି:

କେଏଲ ରାହୁଲ (ଅଧିନାୟକ), କାଇଲ ମେୟର୍ସ, ଦୀପକ ହୁଡା, କୃନାଲ ପାଣ୍ଡ୍ୟା, ନିକୋଲାସ ପୁରନ, ମାର୍କସ ଷ୍ଟୋଇନିସ, ଆୟୁଷ ବଡୋନି, ଆବେଶ ଖାନ, ଯୁଦ୍ଧବୀର ସିଂହ ଚରକ, ମାର୍କ ୱୁଡ, ରବି ବିଶ୍ନୋଇ।

ରାଜସ୍ଥାନ ରୟାଲ୍ସର ସମ୍ଭାବ୍ୟ ଖେଳାଳି ଏକାଦଶ:

ଯଶସ୍ୱୀ ଜୟସ୍ଵାଲ, ଜୋସ୍ ବଟଲର, ସଞ୍ଜୁ ସାମସନ (ଅଧିନାୟକ), ରିୟାନ୍ ପରାଗ, ଶିମ୍ରନ୍ ହେଟମିୟର, ଧ୍ରୁଭ ଜୁରେଲ, ରବିଚନ୍ଦ୍ରନ ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ, ଏଡମ ଜାମ୍ପା, ସନ୍ଦୀପ ଶର୍ମା ଏବଂ ୟୁଜଭେନ୍ଦ୍ର ଚହଲ।

ଆଇପିଏଲ୍ ପିଚ୍ ରିପୋର୍ଟ ମ୍ୟାଚ୍ ପୂର୍ବାନୁମାନ ରାଜସ୍ଥାନ ରୟାଲ୍ସ ଲକ୍ଷ୍ନୌ ସୁପର ଜିଆଣ୍ଟସ୍
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.