Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ନିମନ୍ତେ ଭାରତୀୟ ଦଳ ଘୋଷଣା : କୋହଲି ଅଧିନାୟକ, ବୁମ୍‌ରାଙ୍କୁ ବିଶ୍ରାମ
ଖେଳ

ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ନିମନ୍ତେ ଭାରତୀୟ ଦଳ ଘୋଷଣା : କୋହଲି ଅଧିନାୟକ, ବୁମ୍‌ରାଙ୍କୁ ବିଶ୍ରାମ

July 21, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ନିମନ୍ତେ ଭାରତୀୟ ଦଳ ଘୋଷଣା କରାଯାଇଛି। ଅଧିନାୟକ ବିରାଟ କୋହଲି ତିନିଟିଯାକ ଫର୍ମାଟରେ ଅଧିନାୟକ ରହିଥିବା ବେଳେ ଦିନିକିଆ ଏବଂ ଟି-୨୦ରୁ ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯାଇଛି। ଦିନିକିଆ ଏବଂ ଟି-୨୦ ଦଳରେ ଖଲିଲ ଅହମ୍ମଦଙ୍କୁ ସାମିଲ କରାଯାଇଛି। ଋଷଭ ପନ୍ତଙ୍କୁ ଓ୍ବିକେଟ ରକ୍ଷକ ଭାବରେ ତିନି ଫର୍ମାଟରେ ଦଳରେ ସାମିଲ କରାଯାଇଛି।

ଟେଷ୍ଟ ଦଳ : ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରାହାନେ (ଉପ ଅଧିନାୟକ), ମୟଙ୍କ ଅଗ୍ରଓ୍ବାଲ, କେ ଏଲ୍‌ ରାହୁଲ୍‌, ଚେତେଶ୍ବର ପୂଜାରା, ହନୁମା ବିହାରୀ, ରୋହିତ ଶର୍ମା, ଋଷଭ ପନ୍ତ, ରିଦ୍ଧିମାନ ଶାହା, ଆର ଅଶ୍ବିନ୍‌, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଇଶାନ୍ତ ଶର୍ମା, ମହମ୍ମଦ ସାମି, ଯଶପ୍ରୀତ ବୁମ୍‌ରା ଏବଂ ଉମେଶ ଯାଦବ।

ଦିନିକିଆ ଦଳ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ),ଶିଖର ଧଓ୍ବନ୍‌, କେ ଏଲ୍‌ ରାହୁଲ୍‌, ଶ୍ରେୟସ୍‌ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, କେଦାର ଯାଦବ, ମହମ୍ମଦ ସାମି, ଭୁବନେଶ୍ବର କୁମାର, ଖଲୀଲ ଅହମ୍ମଦ, ନବଦୀପ ସାଇନି।

ଟି-୨୦ ଦଳ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ),ଶିଖର ଧଓ୍ବନ୍‌, କେ ଏଲ୍‌ ରାହୁଲ୍‌, ଶ୍ରେୟସ୍‌ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, କୃଣାଲ ପାଣ୍ଡ୍ୟା, ଓ୍ବାଶିଂଟନ୍‌ ସୁନ୍ଦର, ରାହୁଲ ଚହର, ଭୁବନେଶ୍ବର କୁମାର, ଖଲୀଲ ଅହମ୍ମଦ, ଦୀପକ ଚହର ଏବଂ ନବଦୀପ ସାଇନି।

Share. Facebook Twitter LinkedIn Email WhatsApp Copy Link

Related Posts

ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି, ପାଗ ଖରାପ ଯୋଗୁଁ କଲାଇଲୁଣ୍ଡାରୁ ସଡକ ପଥରେ ଆସିଲେ

June 19, 2026

Jio AI Roadmap: ଆକାଶ ଅମ୍ବାନୀ କହିଲେ କଲ୍, ବ୍ୟବସାୟ ଏବଂ କୃଷି ପର୍ଯ୍ୟନ୍ତ ପହଞ୍ଚିବ ଏଆଇ

June 19, 2026

ଏବେ IPLରେ ପ୍ରବେଶ କରିବେ ଯୁବରାଜ ସିଂହ: ଏହି ଦଳର ହେବେ ‘କୋଚ୍’

June 19, 2026

ଓଡ଼ିଶାରେ ୭୩୨ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପଗୁଡ଼ିକୁ ଦେଶବାସୀଙ୍କୁ ସମର୍ପଣ କରିବେ ରାଷ୍ଟ୍ରପତି

June 19, 2026
Latest News

ମମତା ବାନାର୍ଜୀଙ୍କୁ ବଡ଼ ଝଟକା : ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କଲା ପୋଲିସ

June 20, 2026

ଯୁକ୍ତ ୩ ନାମଲେଖା ପାଇଁ ବଢ଼ିଲା ସିଟ୍ 

June 20, 2026

ପିଏମ ଆବାସ ହିତାଧିକାରୀଙ୍କୁ ବଡ ଆଶ୍ଵସ୍ତି

June 19, 2026

ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ନୂଆ SOP

June 19, 2026

ଭୟଙ୍କର ସିରିଜ୍ ଦୁର୍ଘଟଣା, ଶିଶୁ ଓ ମହିଳାଙ୍କ ସମେତ ୧୩ ଆହତ

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.