Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଆଥ୍‌ଲେଟିକ୍ସ ଟିମ୍ ମୁଖ୍ୟ କୋଚ୍ ପରବୀର ସିଂହ
ଖେଳ

ଆଥ୍‌ଲେଟିକ୍ସ ଟିମ୍ ମୁଖ୍ୟ କୋଚ୍ ପରବୀର ସିଂହ

November 17, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Athletics Team Head Coach Parbir Singh

ନୂଆଦିଲ୍ଲୀ: ଭାରତୀୟ ଆଥ୍‌ଲେଟିକ୍ସ ଟିମ୍‌ର ନୂତନ ମୁଖ୍ୟ ଜାତୀୟ କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି ଅଭିଜ୍ଞ “ଥ୍ରୋଇଙ୍ଗ୍‌’ କୋଚ୍ ତଥା ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ପରବୀର ସିଂହ। ଗତ ଛଅ ବର୍ଷ ଧରି ଏହି ପଦବୀରେ କାର୍ଯ୍ୟ କରିଆସୁଥିବା ପି. ରାଧାକୃଷ୍ଣନ୍ ନାୟରଙ୍କ ସ୍ଥାନ ସେ ଗ୍ରହଣ କରିଛନ୍ତି। ସେହିପରି ଆଥ୍‌ଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏଏଫ୍‌ଆଇ) ପକ୍ଷରୁ ସ୍ପ୍ରିଣ୍ଟ୍ କୋଚ୍ ରାଜ ମୋହନଙ୍କୁ ଜୁନିୟର ମୁଖ୍ୟ କୋଚ୍ ଭାବରେ ଦାୟିତ୍ୱ ଦିଆଯାଇଛି। ଚଳିତ ବର୍ଷ “ଦ୍ରୋଣାଚାର୍ଯ୍ୟ ପୁରସ୍କାର’ ପାଇଥିବା ସିଂହ ନାୟରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ନାୟର ୨୦୨୦ ରୁ ୨୦୨୬ ପର୍ଯ୍ୟନ୍ତ ଏହି ପଦରେ ଥିବାବେଳେ ସିଂହ ୨୦୨୧ ମସିହାରୁ ଉପ-ମୁଖ୍ୟ କୋଚ୍ ଭାବରେ କାର୍ଯ୍ୟ କରିଆସୁଥିଲେ। ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ (ସାଇ)ରେ ଆଥଲେଟିକ୍ସ କୋଚ୍ ଭାବରେ ତିନି ଦଶନ୍ଧିରୁ ଅଧିକ ଅଭିଜ୍ଞତା ଥିବା ସିଂହଙ୍କ ବିସ୍ତୃତ ଜ୍ଞାନ ଭାରତୀୟ ଆଥ୍‌ଲେଟ୍‌ମାନଙ୍କୁ ଆହୁରି ସଶକ୍ତ କରିବ। ଅନ୍ୟପକ୍ଷରେ ରାଜ ମୋହନ ୨୦୧୭ ମସିହାରୁ ଜାତୀୟ ୪୦୦ ମିଟର ଟିମ୍‌ର ଦାୟିତ୍ୱରେ ଅଛନ୍ତି। ଏହି ବରିଷ୍ଠ ଆଥ୍‌ଲେଟିକ୍ସ କୋଚ୍ ବର୍ତ୍ତମାନ କେରଳର ତିରୁଅନନ୍ତପୁରମ୍‌ସ୍ଥିତ ନାସ୍‌ନାଲ୍ ସେଣ୍ଟର୍ ଅଫ୍ ଏକ୍ସିଲେନ୍ସରେ କାର୍ଯ୍ୟରତ ଅଛନ୍ତି।

Chief National Coach Indian Athletics Team Parveer Singh
Share. Facebook Twitter LinkedIn Email WhatsApp Copy Link

Related Posts

ଏଣିକି ଡେଲିଭରି ବୟ ଓ କ୍ୟାବ୍ ଡ୍ରାଇଭରଙ୍କୁ ମିଳିବ ସାମାଜିକ ସୁରକ୍ଷା, ଜାଣନ୍ତୁ ୧୨ଟି ଅଧିକାର

November 17, 2026

ଋଷିକେଶରେ ଭୟଙ୍କର ବସ୍ ଦୁର୍ଘଟଣା: ୧୦୦ ମିଟର ଘାଟିକୁ ଖସିଲା ବସ୍, ୬ ମୃତ; ୨୦ରୁ ଅଧିକ ଆହତ

November 17, 2026

ପୁଣି ଆଇସିସି ଅଧ୍ୟକ୍ଷ ହେଲେ ଜୟ ଶାହ

November 17, 2026

ୟୁପି ନିର୍ବାଚନ ପୂର୍ବରୁ ବଡ଼ ରାଜନୈତିକ ମୋଡ଼, ସ୍ଥଗିତ ହେଲା SP-କଂଗ୍ରେସ ଆସନ ବଣ୍ଟନ ବୈଠକ

November 17, 2026
Latest News

ଆଥ୍‌ଲେଟିକ୍ସ ଟିମ୍ ମୁଖ୍ୟ କୋଚ୍ ପରବୀର ସିଂହ

November 17, 2026

ଏଣିକି ଡେଲିଭରି ବୟ ଓ କ୍ୟାବ୍ ଡ୍ରାଇଭରଙ୍କୁ ମିଳିବ ସାମାଜିକ ସୁରକ୍ଷା, ଜାଣନ୍ତୁ ୧୨ଟି ଅଧିକାର

November 17, 2026

ଋଷିକେଶରେ ଭୟଙ୍କର ବସ୍ ଦୁର୍ଘଟଣା: ୧୦୦ ମିଟର ଘାଟିକୁ ଖସିଲା ବସ୍, ୬ ମୃତ; ୨୦ରୁ ଅଧିକ ଆହତ

November 17, 2026

ପୁଣି ଆଇସିସି ଅଧ୍ୟକ୍ଷ ହେଲେ ଜୟ ଶାହ

November 17, 2026

ୟୁପି ନିର୍ବାଚନ ପୂର୍ବରୁ ବଡ଼ ରାଜନୈତିକ ମୋଡ଼, ସ୍ଥଗିତ ହେଲା SP-କଂଗ୍ରେସ ଆସନ ବଣ୍ଟନ ବୈଠକ

November 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.