Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ପ୍ରଦର୍ଶନୀ ମ୍ୟାଚ୍‌ରେ ହରମନ୍‌ପ୍ରୀତ୍‌, ମାନ୍ଧାନା ଅଧିନାୟିକା
ଖେଳ

ପ୍ରଦର୍ଶନୀ ମ୍ୟାଚ୍‌ରେ ହରମନ୍‌ପ୍ରୀତ୍‌, ମାନ୍ଧାନା ଅଧିନାୟିକା

May 17, 2018No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ହରମନ୍‌ପ୍ରୀତ୍‌ କୌର ଏବଂ ସ୍ମୃତି ମାନ୍ଧାନା ଆଇପିଏଲ୍‌ କ୍ୱାଲିଫାୟର-୧ ପୂର୍ବରୁ ଖେଳା ଯିବାକୁଥିବା ମହିଳା ଟେ୍ଵଣ୍ଟି-୨୦ ପ୍ରଦର୍ଶନୀ ମ୍ୟାଚ୍‌ ଲାଗି ଅଧିନାୟିକା ନିଯୁକ୍ତ ହୋଇଛନ୍ତି। ମଙ୍ଗଳବାର ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ ଏହି ବିଷୟରେ ଘୋଷଣା କରିଥିଲା। ଏହି ମ୍ୟାଚ୍‌ ମୁମ୍ବାଇରେ ମେ’ ୨୨ ତାରିଖ ଅପରାହ୍ନ ୨ ଟାରେ ଖେଳାଯିବ। ଏହାପରେ କ୍ୱାଲିଫାୟାର-୧ ମ୍ୟାଚ୍‌ ଆରମ୍ଭ ହେବ। ଆଇପିଏଲ୍‌ ନିୟମରେ ଖେଳାଯିବାକୁ ଥିବା ଏହି ପ୍ରଦର୍ଶନୀ ମ୍ୟାଚ୍‌ରେ ଦେଶ ଏବଂ ବିଦେଶରୁ ମହିଳା କ୍ରିକେଟର୍‌ମାନେ ଖେଳିବେ। ଉଭୟ ଦଳରେ ୪ ଜଣ ଲେଖାଏଁ ବିଦେଶୀ ଖେଳାଳି ରହିପାରିବେ। ନ୍ୟୁଜିଲାଣ୍ଡ୍‌ର ସୁଜି ବେଟ୍ସ, ସୋଫି ଡିଭାଇନ୍‌ଙ୍କ ସହ ଅଷ୍ଟ୍ରେଲିଆର ଏଲିସ୍‌ ପେରି, ଆଲିସା ହିଲି, ମେଗାନ ଶ୍ଚୁଟ୍‌ ଓ ବେଥ ମୁନି ଏବଂ ଇଂଲଣ୍ଡର ଡାନି ଓ୍ଵାଟ୍‌ ଓ ଡାନିଏଲ୍‌ ହାଜେଲ୍‌ ଏହି ପ୍ରଦର୍ଶନୀ ମ୍ୟାଚ୍‌ରେ ଖେଳିବାକୁ ସମ୍ମତି ଦେଇଥିବା ଆଇପିଏଲ୍‌ ଅଧ୍ୟକ୍ଷ ରାଜୀବ ଶୁକ୍ଳା ସ୍ପଷ୍ଟ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଟିଏମସିର ନିର୍ବାଚନ ଚିହ୍ନ ଫ୍ରିଜ୍ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କପିଲ ସିବଲ

September 21, 2026

କବାଡିରେ ଭାରତର ଚମତ୍କାର ଆରମ୍ଭ: ଜାପାନକୁ ପରାସ୍ତ କଲା ଟିମ ଇଣ୍ଡିଆ

September 21, 2026

ଭାରତ ଠାରୁ ପାକିସ୍ତାନର ଶୋଚନୀୟ ପରାଜୟ: ଧୂଳି ଚଟାଇଲେ ଦେଶର ଝିଅ

September 21, 2026

ଆସନ୍ତା ୨୨ରେ ଜାତୀୟ ଚଳଚ୍ଚିତ୍ର ସମାରୋହ: ବିଜେତାମାନଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

September 21, 2026
Latest News

ବଙ୍ଗଳା ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଭୟର ବାତାବରଣ: ଇସିଙ୍କୁ ଚିଠି ଲେଖିଲେ ହୁମାୟୁନ କବୀର

September 21, 2026

ମୌସୁମୀ ଅଧିବେଶନ ପୂର୍ବରୁ ରାଜନୀତି ସରଗରମ : ଆଜି ସର୍ବଦଳୀୟ ବୈଠକ

September 21, 2026

ଟିଏମସିର ନିର୍ବାଚନ ଚିହ୍ନ ଫ୍ରିଜ୍ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କପିଲ ସିବଲ

September 21, 2026

କବାଡିରେ ଭାରତର ଚମତ୍କାର ଆରମ୍ଭ: ଜାପାନକୁ ପରାସ୍ତ କଲା ଟିମ ଇଣ୍ଡିଆ

September 21, 2026

Online Betting App Fraud: ଗଞ୍ଜାମରେ ସାଇବର ପୁଲିସର ବଡ଼ ଚଢ଼ଉ, ୩ ଗିରଫ

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.