Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇମ୍ରାନ୍‌ ଖାନ୍‌ଙ୍କ ଠାରୁ ପ୍ରସିଦ୍ଧ ଥିଲେ ବାଲାଜୀ : ଆଶିଷ ନେହେରା
ଆଜିର ଖବର

ଇମ୍ରାନ୍‌ ଖାନ୍‌ଙ୍କ ଠାରୁ ପ୍ରସିଦ୍ଧ ଥିଲେ ବାଲାଜୀ : ଆଶିଷ ନେହେରା

April 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଭାରତୀୟ ପେସ୍‌ ବୋଲର ଆଶିଷ ନେହେରା ଇମ୍ରାନ୍‌ ଖାନ୍‌ଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି । 2004 ଗସ୍ତ ସମୟରେ ଲକ୍ଷ୍ମୀପତି ବାଲାଜୀ ଇମ୍ରାନ୍‌ ଖାନ୍‌ଙ୍କ ଠାରୁ ଅଧିକ ଲୋକପ୍ରିୟ ଥିଲେ ବୋଲି ନେହେରା ମତ ଦେଇଛନ୍ତି । 2004ର ଏହି ଗସ୍ତ ପରେ ବାଲାଜୀ ଲୋକପ୍ରିୟତା ହାସଲ କରିଥିଲେ । ଏହି ଗସ୍ତରେ ଭାରତ ଉଭୟ ଟେଷ୍ଟ ଏବଂ ଦିନିକିଆ ସିରିଜ୍‌ରେ ବିଜୟୀ ହୋଇଥିଲା । ଟେଷ୍ଟ ସିରିଜ୍‌ରେ ବାଲାଜୀ 12ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଦିନିକିଆରେ ତିନି ମ୍ୟାଚ୍‌ରେ 45 ରନ୍‌ ସଂଗ୍ରହ କରିଥିଲେ । ବ୍ୟାଟିଂରେ ବାଲାଜୀ ସୋଏବ୍‌ ଅଖ୍‌ତରଙ୍କୁ ଏକ ଛକ୍କା ମଧ୍ୟ ମାରିଥିଲେ । ଏହି ଗସ୍ତ ସମୟରେ ଉଭୟ ରାଷ୍ଟ୍ରର ଗଣମାଧ୍ୟମ ବାଲାଜୀଙ୍କୁ ପ୍ରଶଂସା କରିଥିଲେ । ଏହି ସମୟରେ ବାଲାଜୀ, ବର୍ତ୍ତମାନର ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ତୁଳନାରେ ଅଧିକ ଲୋକପ୍ରିୟ ରହିଥିଲେ ବୋଲି ନେହେରା ମତ ଦେଇଛନ୍ତି । ଏହି ଗସ୍ତ ସମୟରେ ଇର୍ଫାନ ପଠାନ୍‌ ହ୍ୟାଟ୍ରିକ୍‌ ହାସଲ କରିଥିଲେ ଏବଂ ସେହ୍ବାଗ ତ୍ରିଶତକ ହାସଲ କରିଥିଲେ ମାତ୍ର ଚର୍ଚ୍ଚାରେ ସମସ୍ତଙ୍କୁ ପଛରେ ପକାଇ ଦେଇଥିଲେ ତାମିଲନାଡୁର ଯୁବ ବୋଲର ବାଲାଜୀ । (ଏଜେନ୍ସି)

imrankhan
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଜାପାନରେ ଭୂମିକମ୍ପ

April 27, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.