Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଚ୍‌ ଭାବରେ ବୁକାନାନଙ୍କୁ ସମ୍ମାନ ଦିଅନ୍ତି ନାହିଁ ଓ୍ବାର୍ଣ୍ଣେ : ମାଇକେଲ କ୍ଲାର୍କ
ଆଜିର ଖବର

କୋଚ୍‌ ଭାବରେ ବୁକାନାନଙ୍କୁ ସମ୍ମାନ ଦିଅନ୍ତି ନାହିଁ ଓ୍ବାର୍ଣ୍ଣେ : ମାଇକେଲ କ୍ଲାର୍କ

April 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମେଲବୋର୍ଣ୍ଣ : ପୂର୍ବତନ ଅଷ୍ଟ୍ରୀଲୀୟ ଅଧିନାୟକ ମାଇକେଲ୍‌ କ୍ଲାର୍କ ଏକ ବିବାଦୀୟ ବୟାନ ଦେଇଛନ୍ତି । ଅଷ୍ଟ୍ରେଲିଆକୁ ବିଶ୍ବ ଚାମ୍ପିୟନ କରିଥିବା କୋଚ୍‌ ଜେମ୍‌ସ ବୁକାନାନ୍‌ଙ୍କୁ କିମ୍ବଦନ୍ତୀ ଲେଗ୍‌ ସ୍ପିନର ସେନ୍‌ ଓ୍ବାର୍ଣ୍ଣେ ସମ୍ମାନ କରନ୍ତି ନାହିଁ ବୋଲି କ୍ଲାର୍କ ବୟାନ ଦେଇଛନ୍ତି । ଉଭୟଙ୍କ ମଧ୍ୟରେ ରହିଥିବା ମତ ପାର୍ଥକ୍ୟ କାରଣରୁ ଓ୍ବାର୍ଣ୍ଣେ କଦାପି ବୁକାନନଙ୍କ ସମ୍ମାନ କରିନଥାନ୍ତି । ଏପରିକି ରିକି ପଣ୍ଟିଂ ମଧ୍ୟ ଉଭୟଙ୍କ ମଧ୍ୟରେ ସମ୍ପର୍କରେ କୌଣସି ଉନ୍ନତି ଆଣି ପାରିନଥିଲେ । ସେହିପରି ଓ୍ବାର୍ଣ୍ଣେଙ୍କୁ ଜଣେ ବେପରୁଆ ଖେଳାଳି ଭାବରେ ଅଭିହିତ କରିଛନ୍ତି କ୍ଲାର୍କ । ଦଳର ତିନି ଦିନିଆ କ୍ୟାମ୍ପକୁ ଜରୁରୀ କାଳୀନ ସାମଗ୍ରୀ ଅପେକ୍ଷା ସିଗାରେଟ ଭର୍ତ୍ତି ବ୍ୟାଗ ନେଇଥାନ୍ତି ଓ୍ବାର୍ଣ୍ଣେ । ଉଲ୍ଲେଖଯୋଗ୍ୟ ଯେ, ବୁକାନାନଙ୍କ ପ୍ରଶିକ୍ଷଣରେ ଅଷ୍ଟ୍ରେଲିଆ 89ରୁ 70ଟି ଟେଷ୍ଟରେ ବିଜୟୀ ହୋଇଥିବା ବେଳେ 35ଟିରୁ 29ଟି ଦିନିକିଆରେ ବିଜୟୀ ହୋଇଥିଲା । ସେହିପରି ବୁକାନାନ ଅଷ୍ଟ୍ରେଲିଆକୁ 3ଟି ଆସେସ୍‌ ସିରିଜ୍‌ ଜିତାଇଥିଲେ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ବିସ୍ତୃତ ରାଶିଫଳ: ଜୁନ ୩୦ ତାରିଖ ମଙ୍ଗଳବାରରେ ଏହି ସାତୋଟି ରାଶିର ବ୍ୟକ୍ତି ହେବେ ମାଲେମାଲ

June 30, 2026

ପେଟ୍ରୋଲ ଓ ଡିଜେଲ ବିକ୍ରି ଏବଂ ବଣ୍ଟନ ଉପରେ ଅସ୍ଥାୟୀ କଟକଣା ପ୍ରତ୍ୟାହୃତ

June 30, 2026

ସଂଶୋଧିତ ପୁସ୍ତକ ଯୋଗାଇ ଦିଆଯିବ – ମନ୍ତ୍ରୀ

June 29, 2026

ବାଣପୁରରେ ଯୁବକଙ୍କ ମୃତ୍ୟୁ ମାମଲା: ହେପାଜତ ହିଂସା ଅଭିଯୋଗକୁ ଖଣ୍ଡନ କଲା ପୋଲିସ, ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା

June 29, 2026
Latest News

ବିସ୍ତୃତ ରାଶିଫଳ: ଜୁନ ୩୦ ତାରିଖ ମଙ୍ଗଳବାରରେ ଏହି ସାତୋଟି ରାଶିର ବ୍ୟକ୍ତି ହେବେ ମାଲେମାଲ

June 30, 2026

ପେଟ୍ରୋଲ ଓ ଡିଜେଲ ବିକ୍ରି ଏବଂ ବଣ୍ଟନ ଉପରେ ଅସ୍ଥାୟୀ କଟକଣା ପ୍ରତ୍ୟାହୃତ

June 30, 2026

ସଂଶୋଧିତ ପୁସ୍ତକ ଯୋଗାଇ ଦିଆଯିବ – ମନ୍ତ୍ରୀ

June 29, 2026

ବାଣପୁରରେ ଯୁବକଙ୍କ ମୃତ୍ୟୁ ମାମଲା: ହେପାଜତ ହିଂସା ଅଭିଯୋଗକୁ ଖଣ୍ଡନ କଲା ପୋଲିସ, ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା

June 29, 2026

Puri News: ମହାପ୍ରଭୁଙ୍କ ଗଜାନନ ବେଶ ଦେଖି ଭକ୍ତ ବିଭୋର, ମଙ୍ଗଳବାରଠାରୁ ପଟ୍ଟିଦିଅଁ ଦର୍ଶନ

June 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.