Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»6 ଛକ୍କାର ସ୍ମୃତି ତାଜା କଲେ ଯୁବରାଜ ସିଂ
ଆଜିର ଖବର

6 ଛକ୍କାର ସ୍ମୃତି ତାଜା କଲେ ଯୁବରାଜ ସିଂ

April 26, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ବେଟିଂ ଆପ୍ ମାମଲା
ଅନଲାଇନ୍ ବେଟିଂ ଆପ୍ ମାମଲା: କ୍ରିକେଟର ଯୁବରାଜ ସିଂହଙ୍କୁ ଜେରା କରୁଛି ଇଡି

ନୂଆଦିଲ୍ଲୀ : ସମଗ୍ର ଦେଶ ଲକ୍‌ଡାଉନ୍‌ରେ ରହିଥିବା ବେଳେ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ 2007 ଟି 20 ବିଶ୍ବକପ୍‌ର ସ୍ମୃତିକୁ ରୋମନ୍ଥନ କରିଛନ୍ତି । ଇଂଲଣ୍ଡ ପେସ୍‌ ବୋଲର ଷ୍ଟୁଆର୍ଟ ବ୍ରଡ୍‌ଙ୍କୁ ମାରିଥିବା 6 ଛକ୍କା ସମ୍ପର୍କରେ ବିବିସିର ଏକ ପଡକାଷ୍ଟରେ ପ୍ରକାଶ କରିଛନ୍ତି । ଏହି ମ୍ୟାଚ୍‌ ପରେ ଷ୍ଟୁଆର୍ଟଙ୍କ ପିତା କ୍ରିସ୍‌ ବ୍ରଡ୍‌ଙ୍କ ସହିତ ଆଲୋଚନା ସମ୍ପର୍କରେ ଯୁବରାଜ ନିଜ ପଡକାଷ୍ଟରେ ପ୍ରକାଶ କରିଛନ୍ତି । ଫ୍ଲିଣ୍ଟଫ୍‌ଙ୍କ ସହିତ ଯୁକ୍ତିତର୍କ ପରେ ବ୍ରଡ୍‌ଙ୍କୁ 6 ଛକ୍କା ମାରିଥିଲେ ଯୁବରାଜ । ଏହି ମ୍ୟାଚ୍‌ରେ ଯୁବରାଜ 14ଟି ବଲ୍‌ରୁ 58 ରନ୍‌ ସଂଗ୍ରହ କରିଥିଲେ । ଭାରତ ଏହି ମ୍ୟାଚ୍‌ରେ 18 ରନ୍‌ରେ ବିଜୟୀ ହୋଇଥିଲା ।

ମ୍ୟାଚ୍‌ର ପରବର୍ତ୍ତୀ ଦିନ କ୍ରିସ୍‌ ବ୍ରଡ୍‌ଙ୍କ ରୁମ୍‌କୁ ଆସିଥିଲେ । ତୁମେ ମୋ ପୁଅର କ୍ୟାରିୟର ଅଳ୍ପକେ ଶେଷ କରି ଦେବାକୁ ଯାଉଥିଲ ବୋଲି କହିବା ସହିତ ଯୁବରାଜଙ୍କ ଅଟୋଗ୍ରାଫ୍‌ ମାଗିଥିଲେ ବ୍ରଡ୍‌ । ‘ମୁଁ ମଧ୍ୟ ଗୋଟିଏ ମ୍ୟାଚ୍‌ରେ 5ଟି ଛକ୍କା ଖାଇଛି, ତେଣୁ ଇଂଲଣ୍ଡର ଭବିଷ୍ୟତ ସୁପରଷ୍ଟାରଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା’ । ଏହା ଲେଖିବା ସହିତ ବ୍ରଡ୍‌ଙ୍କୁ ନିଜର ଟିସାର୍ଟ ପ୍ରଦାନ କରିଥିଲେ ଯୁବି । ଉଲ୍ଲେଖଯୋଗ୍ୟ ଯେ, ଯୁବରାଜଙ୍କ ଏହି 6 ଛକ୍କା ପୂର୍ବରୁ ଯୁବରାଜଙ୍କୁ ଦିମିତ୍ରି ମାସ୍କ୍ରେନାସ୍‌ 5ଟି ଛକ୍କା ମାରିଥିଲେ । (ଏଜେନ୍ସି)

stuartbroad yuvrajsingh
Share. Facebook Twitter LinkedIn Email WhatsApp Copy Link

Related Posts

୪୦ ବର୍ଷ ପୁରୁଣା ଯାତ୍ରୀ ସଂରକ୍ଷଣ ପ୍ରଣାଳୀର ହେବ ଆଧୁନିକୀକରଣ: ସମୀକ୍ଷା କଲେ ରେଳ ମନ୍ତ୍ରୀ

May 7, 2026

ଝଡ଼ରେ ଫସିଲା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର: ସୁରକ୍ଷିତ ବାହାର କଲେ ପାଇଲଟ୍

May 7, 2026

ନିଟ୍ ୟୁଜି-୨୦୨୬: ଏହି ଚାରୋଟି ରାଜ୍ୟରୁ ପୂରଣ ହେଲା ୪୧% ରୁ ଅଧିକ ଫର୍ମ

May 7, 2026

ମହାନଦୀରେ ସଂଗୃହିତ ଜଳରାଶି ସମ୍ପର୍କିତ ତଥ୍ୟ ବିଭ୍ରାନ୍ତିକର: ମହାନଦୀ ବଞ୍ଚାଓ ଆନ୍ଦୋଳନ

May 7, 2026
Latest News

ଦେଶବ୍ୟାପୀ ମାଗଣା ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ

May 7, 2026

ମମତା ବାନାର୍ଜୀ ଆଉ ମୁଖ୍ୟମନ୍ତ୍ରୀ ନୁହଁନ୍ତି: ପଶ୍ଚିମବଙ୍ଗ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 

May 7, 2026

୪୦ ବର୍ଷ ପୁରୁଣା ଯାତ୍ରୀ ସଂରକ୍ଷଣ ପ୍ରଣାଳୀର ହେବ ଆଧୁନିକୀକରଣ: ସମୀକ୍ଷା କଲେ ରେଳ ମନ୍ତ୍ରୀ

May 7, 2026

ଝଡ଼ରେ ଫସିଲା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର: ସୁରକ୍ଷିତ ବାହାର କଲେ ପାଇଲଟ୍

May 7, 2026

ନିଟ୍ ୟୁଜି-୨୦୨୬: ଏହି ଚାରୋଟି ରାଜ୍ୟରୁ ପୂରଣ ହେଲା ୪୧% ରୁ ଅଧିକ ଫର୍ମ

May 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.