Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହାଇହିଲ୍‌ରେ ଫୁଟ୍‌ବଲ୍‌ ଖେଳି ମେସି ଓ ରୋନେଲ୍ଡୋଙ୍କୁ ମହିଳାଙ୍କ ଚ୍ୟାଲେଞ୍ଜ : ଭିଡିଓ ଭାଇରାଲ୍‌
ଆଜିର ଖବର

ହାଇହିଲ୍‌ରେ ଫୁଟ୍‌ବଲ୍‌ ଖେଳି ମେସି ଓ ରୋନେଲ୍ଡୋଙ୍କୁ ମହିଳାଙ୍କ ଚ୍ୟାଲେଞ୍ଜ : ଭିଡିଓ ଭାଇରାଲ୍‌

May 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଫୁଟ୍‌ବଲ୍‌ ଖେଳିବା ପାଇଁ ଫ୍ଲାଟ୍‌ ଜୋତା ସହିତ ଘାସ ପଡିଆ ଆବଶ୍ୟକ । ତେବେ ହାଇହିଲ୍‌ରେ ଫୁଟ୍‌ବଲ୍‌ ଖେଳିବା କଷ୍ଟସାଧ୍ୟ ନୁହେଁ ଅସମ୍ଭବ ମଧ୍ୟ । ମାତ୍ର ଜଣେ ଯୁବତୀ ହଇହିଲ୍‌ ପିନ୍ଧି ଫୁଟ୍‌ବଲ୍ ଖେଳିବା ସହିତ ବଲ୍‌କୁ ନିୟନ୍ତ୍ରଣ କରିବାର ଅଲଗା ଅଲଗା କଳାକୌଶଳର ପ୍ରଦର୍ଶନ କରୁଥିଲେ । ଏହା ସହିତ ଏହି ଭିଡିଓରେ ଦୁଇ ଅନ୍ତର୍ଜାତୀୟ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଲିଓନେଲ୍‌ ମେସିଙ୍କୁ ଚ୍ୟାଲେଞ୍ଜ ମଧ୍ୟ କରିଛନ୍ତି ଏହି ଯୁବତୀ ଜଣକ ।

https://twitter.com/i/status/1261175254782816257

ଯୁବତୀ ଜଣକ ନିଜ ଟ୍ବିଟ୍ଟର ପେଜ୍‌ରେ ଭିଡିଓଟିକୁ ପୋଷ୍ଟ କରି 24 ଘଣ୍ଟା ମଧ୍ୟରେ ମେସି ଏବଂ ରୋନାଲ୍ଡୋ ଜବାବ ଦିଅନ୍ତୁ ବୋଲି ଲେଖିଥିଲେ । ଉକ୍ତ ଯୁବତୀଙ୍କ ଏହି ଭିଡିଓଟିକୁ ଅନେକ ଦର୍ଶକ ପସନ୍ଦ କରିବା ସହିତ ପ୍ରାୟ 28 ହଜାର ଲୋକ ଦେଖି ସାରିଛନ୍ତି ।

lionelmessi
Share. Facebook Twitter LinkedIn Email WhatsApp Copy Link

Related Posts

ଜମି ପାଇଁ ହାଣିଲେ : ପରିବାରର ୬ ଆହତ

April 7, 2026

ଏଣିକି ଗାଡ଼ି ନମ୍ବର ପ୍ଲେଟରେ ପୋଲିସ୍ ଲୋଗା ମନା

April 7, 2026

କାଳବୈଶାଖୀ ତାଣ୍ଡବ : ଭାଙ୍ଗିଲା ତିନିଶହ ଘର

April 7, 2026

ଅଟକିପାରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୩ତମ କିସ୍ତି : ପାଇବା ପାଇଁ କରିବାକୁ ପଡିବ ଏହି କାମ

April 7, 2026
Latest News

ଜମି ପାଇଁ ହାଣିଲେ : ପରିବାରର ୬ ଆହତ

April 7, 2026

ଏଣିକି ଗାଡ଼ି ନମ୍ବର ପ୍ଲେଟରେ ପୋଲିସ୍ ଲୋଗା ମନା

April 7, 2026

କାଳବୈଶାଖୀ ତାଣ୍ଡବ : ଭାଙ୍ଗିଲା ତିନିଶହ ଘର

April 7, 2026

ଅଟକିପାରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୩ତମ କିସ୍ତି : ପାଇବା ପାଇଁ କରିବାକୁ ପଡିବ ଏହି କାମ

April 7, 2026

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଯୁବପିଢ଼ିଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ- ‘ଷ୍ଟ୍ରୋକ୍‌କୁ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ’

April 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.