Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋଲା ଷ୍ଟାଡିୟମ୍‌ରେ ମ୍ୟାଚ୍‌କୁ ବିସିସିଆଇର ସବୁଜ ସଙ୍କେତ : ଆଇପିଏଲ୍‌କୁ ନେଇ ଉତ୍ସାହୀ କ୍ରୀଡାପ୍ରେମୀ
ଆଜିର ଖବର

ଖୋଲା ଷ୍ଟାଡିୟମ୍‌ରେ ମ୍ୟାଚ୍‌କୁ ବିସିସିଆଇର ସବୁଜ ସଙ୍କେତ : ଆଇପିଏଲ୍‌କୁ ନେଇ ଉତ୍ସାହୀ କ୍ରୀଡାପ୍ରେମୀ

May 23, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଖୋଲା ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଖେଳିବା ପାଇଁ ସରକାରଙ୍କ ପ୍ରସ୍ତାବକୁ ବିସିସିଆଇ ପକ୍ଷରୁ ସବୁଜ ସଙ୍କେତ ପ୍ରଦାନ କରାଯାଇଛି । ବିସିସିଆଇ ପକ୍ଷରୁ ଏହି ଘୋଷଣା କରାଯିବା ପରେ ଆଇପିଏଲ୍‌କୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ଏହା ସହିତ ଚଳିତ ବର୍ଷ ଆଇପିଏଲ୍‌ ଖେଳ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ଆସନ୍ତା ସେପ୍ଟେମ୍ବର 25ରୁ ନଭେମ୍ବର 1 ମଧ୍ୟରେ ଆଇପିଏଲ୍‌ ଆୟୋଜନ ହେବା ନେଇ ବିସିସିଆଇର ଜନୈକ ଅଧିକାରୀ ନାମ ଗୋପନ ରଖି ପ୍ରକାଶ କରିଛନ୍ତି ।

କ୍ରିକେଟ୍‌ ମ୍ୟାଚ୍‌ର ସର୍ବାଧିକ ଅର୍ଥ ପ୍ରସାରଣ ରାଇଟ୍‌ସରୁ ମିଳିଥାଏ । ଷ୍ଟାଡିୟମ୍‌ ଟିକେଟ୍‌ ବିକ୍ରି ଅର୍ଥକୁ ନେଇ ବିସିସିଆଇ ଚିନ୍ତିତ ନୁହେଁ । ତେବେ ଦର୍ଶକଙ୍କ ସୁରକ୍ଷା ସବୁଠୁ ଅଧିକ ଗୁରୁତ୍ବପୂର୍ଣ୍ଣ । ବର୍ତ୍ତମାନ ମହାମାରୀ ସମୟରେ ବିସିସିଆଇ କ୍ରିକେଟ ସମ୍ପର୍କରେ ଚିନ୍ତା କରୁନାହିଁ । ଏହି ମହାମାରୀ ପରସ୍ଥିତିରୁ ଦେଶ ବାହାରିବା ପରେ ଆଇପିଏଲ୍‌ ସମ୍ପର୍କରେ ଚିନ୍ତା କରାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଗତକାଲି ଆଇସିସି ପକ୍ଷରୁ ରିଲିଜ୍‌ କରାଯାଇଥିବା ଗାଇଡ୍‌ ଲାଇନ୍‌ରେ ଦେଶର ସରକାରଙ୍କ ଅନୁମତିକୁ ପ୍ରାଧାନ୍ୟ ଦିଆଯାଇଥିଲା ।  (ଏଜେନ୍ସି)

Kiren Rijiju
Share. Facebook Twitter LinkedIn Email WhatsApp Copy Link

Related Posts

ଜମି ଦେବାକୁ କହି କୋଟିଏ ଟଙ୍କା ଠକେଇ, କର୍ପୋରେଟର ସତ୍ୟରାମ ସାହୁ ଗିରଫ

September 19, 2026

ପୂର୍ବତଟ ରେଳପଥ ଦ୍ୱାରା ‘ଅପରେସନ ନାର୍କୋସ୍’ ଅଭିଯାନ

September 19, 2026

ପୁରୀସ୍ଥିତ ବ୍ଲୁ ଫ୍ଲାଗ୍ ବିଚ୍ ରେ ଆୟୋଜିତ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

September 19, 2026

ଅରବିନ୍ଦ କେଜରିୱାଲ ଏବଂ ତାଙ୍କ ପରିବାରକୁ ନୋଟିସ ଜାରି କଲେ ନିର୍ବାଚନ କମିଶନ 

September 19, 2026
Latest News

“ପରିବେଶ ଓ ଜଳବାୟୁ ଗତିଶୀଳତାର ଭବିଷ୍ୟତ” ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ

September 19, 2026

ଜମି ଦେବାକୁ କହି କୋଟିଏ ଟଙ୍କା ଠକେଇ, କର୍ପୋରେଟର ସତ୍ୟରାମ ସାହୁ ଗିରଫ

September 19, 2026

ପୂର୍ବତଟ ରେଳପଥ ଦ୍ୱାରା ‘ଅପରେସନ ନାର୍କୋସ୍’ ଅଭିଯାନ

September 19, 2026

ଭାରତର ଯୁବଶକ୍ତି ‘ବିକଶିତ ଭାରତ’ ଗଠନ ଯାତ୍ରାର କେନ୍ଦ୍ରବିନ୍ଦୁ: ପ୍ରଧାନମନ୍ତ୍ରୀ

September 19, 2026

ପୁରୀସ୍ଥିତ ବ୍ଲୁ ଫ୍ଲାଗ୍ ବିଚ୍ ରେ ଆୟୋଜିତ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

September 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.