Skip to the content
Menu
ହୋମ
ବିଶେଷ ଖବର
ନିର୍ବାଚନ ଖବର
ରାଜ୍ୟ ଖବର
ଜାତୀୟ ଖବର
ଆଞ୍ଚଳିକ
ସଂସ୍କୃତି
ବ୍ୟବସାୟ
ମନୋରଂଜନ
ଧର୍ମ
ବଜେଟ ୨୦୨୪
More
ଅନ୍ତରାଷ୍ଟ୍ରୀୟ
ଜୀବନ ଶୈଳୀ
ଖେଳ
Download App
The Samikhsya Odia
ENG
Thursday, Apr 17, 2025 | Last Update : 9:52 PM IST
ହୋମ
ବିଶେଷ ଖବର
ନିର୍ବାଚନ ଖବର
ରାଜ୍ୟ ଖବର
ଜାତୀୟ ଖବର
ଆଞ୍ଚଳିକ
ସଂସ୍କୃତି
ବ୍ୟବସାୟ
ମନୋରଂଜନ
ଧର୍ମ
ବଜେଟ ୨୦୨୪
More
ଅନ୍ତରାଷ୍ଟ୍ରୀୟ
ଜୀବନ ଶୈଳୀ
ଖେଳ
ଆଜିର ଖବର
,
ଖେଳ
,
ଜାତୀୟ ଖବର
ବିଶ୍ବର ଦ୍ରୁତତମ ଧାବକ ଉସେନ ବୋଲ୍ଟଙ୍କୁ କରୋନା
Samikhsya Bureau
Published:
Aug 25, 2020, 3:43 pm IST
ଜାମାଇକା
: ବିଶ୍ୱର ଦ୍ରୁତତମ ଧାବକ ଉସେନ ବୋଲ୍ଟଙ୍କୁ କରୋନା ହୋଇଥିବାର ସୂଚନା ରହିଛି । ସୋମବାର ବିଳମ୍ବିତ ରାତ୍ରିରେ ଟ୍ୱିଟ୍ କରି ବୋଲ୍ଟ ସୂଚନା ଦେବା ସହିତ ନିଜର ସମର୍ଥକଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି । ନିଜର 34 ତମ ଜନ୍ମଦିବସ ପାଳନ ପରେ ବୋଲ୍ଟ ଏହି ଟ୍ୱିଟ୍ କରିଛନ୍ତି । ତେବେ ସେ ନିଜର କରୋନା ସମ୍ପର୍କରେ କହିଛନ୍ତି ଯେ,ତାଙ୍କଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଇନାହିଁ । ସେ ନିଜକୁ ହୋମ୍ କ୍ବାରେଣ୍ଟାଇନ୍ରେ ରଖିଛନ୍ତି 100 ଓ 200 ମିଟର ସ୍ପ୍ରିଣ୍ଟର ରେକର୍ଡଧାରୀ ବୋଲ୍ଟ ତାଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିବା ସମସ୍ତ ସମର୍ଥକ ଏବଂ ବନ୍ଧୁ ମାନଙ୍କୁ ଆଇସୋଲେସନରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଜାମାଇକା ପ୍ରଧାନମନ୍ତ୍ରୀ ଆଣ୍ଡ୍ରୁ ହୋଲନସ୍ ଜନ୍ମଦିନ ପାର୍ଟିର ତଦନ୍ତ ପାଇଁ ନିଦେ୍ର୍ଧଶ ଦେଇଛନ୍ତି।
Tags:
coronavirus
,
ussainbolt
Related posts
ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପୋଷଣ ପଖୱାଡ। -୨୦୨୫ ପାଳିତ
ଓଡିଶାରେ ୪,୧୩୭ କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ
କେବେ ମିଳିବ କ୍ୟାସ୍ଲେସ୍ ହେଲଥ୍ କାର୍ଡ?: ସରକାରଙ୍କ ଘୋଷଣା ଅପେକ୍ଷାରେ ସରକାରୀ କର୍ମଚାରୀ
ଏଠାରେ କରନ୍ତୁ ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ, ଜାଣନ୍ତୁ କେତେ ରହିବ ଶୁଳ୍କ?
ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କଲେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ
ମହାରାଷ୍ଟ୍ରରେ ହିନ୍ଦୀ ଭାଷାକୁ ବାଧ୍ୟତାମୂଳକ କରିବା ଗ୍ରହଣୀୟ ନୁହେଁ: ସରକାରଙ୍କୁ ରାଜ ଠାକରେଙ୍କ ଚେତାବନୀ
ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବଢିବ ସମସ୍ୟା?: ସମନ ପଠାଇଲେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ
PoK ଖାଲି କରୁ ପାକିସ୍ତାନ!: PAK ସେନା ମୁଖ୍ୟଙ୍କ ବିବୃତ୍ତିରେ ଭାରତର କଡ଼ା ଜବାବ
ଘୋଷଣା ହେଲା ‘ସତ୍ୟବାଦୀ ସାରସ୍ୱତ ସମ୍ମାନ’ ଏବଂ ‘ସତ୍ୟବାଦୀ ସାହିତ୍ୟ ସମ୍ମାନ’, ପୁରସ୍କାର ପାଇବେ..
ୱାକଫ ସଂଶୋଧନ ବିଲ ଉପରେ ସୁପ୍ରିମ କୋର୍ଟର ହାଲକା ଝଟକା, ବୋର୍ଡରେ ନିଯୁକ୍ତି ନେଇ ପ୍ରଶ୍ନ
BSNL ର ଧମକା ଅଫର: ମାତ୍ର 100 ଟଙ୍କାରେ ଗୋଟିଏ ବର୍ଷ କଲିଂ ଏବଂ ମାସକୁ 3 ଜିବି ଡାଟା
ଆଜି ମୁମ୍ବାଇ ବନାମ ହାଇଦ୍ରାବାଦ ମ୍ୟାଚ୍, ଜାଣନ୍ତୁ କିଏ ଜିତିବ, କାହାର ପଲ୍ଲା ଭାରି?