Skip to the content
Menu
ହୋମ
ବିଶେଷ ଖବର
ନିର୍ବାଚନ ଖବର
ରାଜ୍ୟ ଖବର
ଜାତୀୟ ଖବର
ଆଞ୍ଚଳିକ
ସଂସ୍କୃତି
ବ୍ୟବସାୟ
ମନୋରଂଜନ
ଧର୍ମ
ବଜେଟ ୨୦୨୪
More
ଅନ୍ତରାଷ୍ଟ୍ରୀୟ
ଜୀବନ ଶୈଳୀ
ଖେଳ
Download App
The Samikhsya Odia
ENG
Wednesday, Jul 9, 2025 | Last Update : 2:27 PM IST
ହୋମ
ବିଶେଷ ଖବର
ନିର୍ବାଚନ ଖବର
ରାଜ୍ୟ ଖବର
ଜାତୀୟ ଖବର
ଆଞ୍ଚଳିକ
ସଂସ୍କୃତି
ବ୍ୟବସାୟ
ମନୋରଂଜନ
ଧର୍ମ
ବଜେଟ ୨୦୨୪
More
ଅନ୍ତରାଷ୍ଟ୍ରୀୟ
ଜୀବନ ଶୈଳୀ
ଖେଳ
ଆଜିର ଖବର
,
ଖେଳ
,
ଜାତୀୟ ଖବର
ବିଶ୍ବର ଦ୍ରୁତତମ ଧାବକ ଉସେନ ବୋଲ୍ଟଙ୍କୁ କରୋନା
Samikhsya Bureau
Published:
Aug 25, 2020, 3:43 pm IST
ଜାମାଇକା
: ବିଶ୍ୱର ଦ୍ରୁତତମ ଧାବକ ଉସେନ ବୋଲ୍ଟଙ୍କୁ କରୋନା ହୋଇଥିବାର ସୂଚନା ରହିଛି । ସୋମବାର ବିଳମ୍ବିତ ରାତ୍ରିରେ ଟ୍ୱିଟ୍ କରି ବୋଲ୍ଟ ସୂଚନା ଦେବା ସହିତ ନିଜର ସମର୍ଥକଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି । ନିଜର 34 ତମ ଜନ୍ମଦିବସ ପାଳନ ପରେ ବୋଲ୍ଟ ଏହି ଟ୍ୱିଟ୍ କରିଛନ୍ତି । ତେବେ ସେ ନିଜର କରୋନା ସମ୍ପର୍କରେ କହିଛନ୍ତି ଯେ,ତାଙ୍କଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଇନାହିଁ । ସେ ନିଜକୁ ହୋମ୍ କ୍ବାରେଣ୍ଟାଇନ୍ରେ ରଖିଛନ୍ତି 100 ଓ 200 ମିଟର ସ୍ପ୍ରିଣ୍ଟର ରେକର୍ଡଧାରୀ ବୋଲ୍ଟ ତାଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିବା ସମସ୍ତ ସମର୍ଥକ ଏବଂ ବନ୍ଧୁ ମାନଙ୍କୁ ଆଇସୋଲେସନରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଜାମାଇକା ପ୍ରଧାନମନ୍ତ୍ରୀ ଆଣ୍ଡ୍ରୁ ହୋଲନସ୍ ଜନ୍ମଦିନ ପାର୍ଟିର ତଦନ୍ତ ପାଇଁ ନିଦେ୍ର୍ଧଶ ଦେଇଛନ୍ତି।
Tags:
coronavirus
,
ussainbolt
Related posts
ଜଗା ପ୍ରଧାନଙ୍କୁ ମିଳିଲା ଜାମିନ୍, ଆଜି ଜେଲରୁ ବାହାରିପାରନ୍ତି, ସମର୍ଥକ ମହଲରେ ଖୁସି
ମନମୋହନଙ୍କୁ କେବଳ ସଭାପତି ପଦରେରେ ସନ୍ତୁଷ୍ଠ ରହିବାକୁ ପଡିବ ନା ଆଉ କିଛି ମିଳିବ ??
ପବିତ୍ର ରଥଯାତ୍ରାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏବଂ କର୍ତ୍ତବ୍ୟରତ କର୍ମଚାରୀଙ୍କ ସେବାର ସୁଯୋଗ ମିଳିବା ରିଲାଏନ୍ସର ସୌଭାଗ୍ୟ
୨୩ ବର୍ଷ ଧରି ପଳାତକ ମୋନିକା କପୁର ଆମେରିକାରେ ଗିରଫ, ଜାଣନ୍ତୁ ସେ କିଏ?
ଆଇସିଏଆର-ସିଫା ଠାରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ୨୦୨୫ ଆୟୋଜନ କରିବ କେନ୍ଦ୍ର ମତ୍ସ୍ୟପାଳନ ମନ୍ତ୍ରଣାଳୟ
ଆଜି ଭାରତ ବନ୍ଦ, ଧର୍ମଘଟରେ ୨୫ କୋଟିରୁ ଅଧିକ କର୍ମଚାରୀ, ଜାଣନ୍ତୁ କଣ ଖୋଲା ରହିବ ଏବଂ କଣ ବନ୍ଦ ରହିବ?
“କଳା ସେତୁ” ନାମକ ଦେଶବ୍ୟାପୀ ପ୍ରୟାସ ଆରମ୍ଭ କଲା ଷ୍ଟାର୍ଟ-ଅପ୍ ଆକ୍ସିଲରେଟର ୱେଭଏକ୍ସ
ଏକକାଳୀନ ଦୁଇବର୍ଷର ବାର୍ଷିକ ସ୍ୱୀକୃତି ରାଶି ପୈଠ ନିମନ୍ତେ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକୁ ଓଷ୍ଟାର ବିରୋଧ
ହଜ ୨୦୨୬ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ: ୩୧ ଜୁଲାଇ ପର୍ଯ୍ୟନ୍ତ ଅନ୍ଲାଇନ୍ ଆବେଦନ
ମଧ୍ୟପ୍ରଦେଶକୁ ମିଳିବ ଆଧୁନିକ ରେଡିଓ ପ୍ରସାରଣ ସୁବିଧା: ଉଜ୍ଜୈନରେ ପ୍ରତିଷ୍ଠା ହେବ ଆକାଶବାଣୀ କେନ୍ଦ୍ର
ମିରଟରେ ଆଇଆଇଟି ରୋପାର୍ ଦ୍ୱାରା ପରିଚାଳିତ ଏଗ୍ରିଟେକ୍ ଇନୋଭେସନ ହବ୍ ଲୋକାର୍ପିତ
ମଧୁମେହ ରୋଗ ନିୟନ୍ତ୍ରଣ କରେ କଞ୍ଚା ପଣସ, ଏହାକୁ ଖାଇବା ଦ୍ଵାରା ମିଳିଥାଏ ଅନେକ ସ୍ୱାସ୍ଥ୍ୟ ଉପକାର