ଆଞ୍ଚଳିକ ଗୋଦାବରୀଶ ମହାବିଦ୍ୟାଳୟରେ ବିଜ୍ଞାନ ଦିବସ ଉପଲକ୍ଷେ ସଭା ବାଣପୁର: ଆଜି ଦିବା ୧୧ ଘଟିକା ସମୟରେ ଅଡିଟରୀୟମ ଗୃହରେ ଅଧ୍ୟକ୍ଷ ଡଃ ଶୁରପ୍ରତାପ ନରେନ୍ଦ୍ର ସିଂ ବର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠାନର ବିଜ୍ଞାନ ସମାଜ ତରଫରୁ ବିଜ୍ଞାନ…