ଆଜିର ଖବର ମହାକାଶରୁ ମହାକୁମ୍ଭ ୨୦୨୫ର ଚମତ୍କାର ଫଟୋ ଉଠାଇଲା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ଧାର୍ମିକ ଓ ମାନବୀୟ କାର୍ଯ୍ୟକ୍ରମ ମହାକୁମ୍ଭ ମେଳାର ଫଟୋ କେବଳ ଭୂପୃଷ୍ଠରୁ ନୁହେଁ, ମହାକାଶରୁ ମଧ୍ୟ ଉଠାଯାଉଛି। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)…