ଆଜିର ଖବର ଜାନୁଆରୀ ୨୬ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇବ ନୂଆ ଅପରାଧିକ ନ୍ୟାୟ ଆଇନ: ବର୍ଷକ ମଧ୍ୟରେ ସାରା ଦେଶରେ ହେବ ଲାଗୁ ନୂଆଦିଲ୍ଲୀ: ଜାନୁଆରୀ ୨୬ ସୁଦ୍ଧା ତିନିଟି ନୂଆ ଅପରାଧିକ ନ୍ୟାୟ ଆଇନ ଇଣ୍ଡିଆନ୍ କୋଡ୍ ଅଫ୍ ଜଷ୍ଟିସ୍ (ବିଏନ୍ଏସ୍), ଇଣ୍ଡିଆନ୍ ସିଭିଲ୍ ଡିଫେନ୍ସ କୋଡ୍ (ବିଏନ୍ଏସ୍ଏସ୍) ଏବଂ…