ଜାତୀୟ ଖବର ଅଯୋଧ୍ୟା କାମର ସମୀକ୍ଷା କଲେ ପ୍ରଧାନମନ୍ତୀ, ବିଶ୍ବ ପର୍ଯ୍ୟଟନ ସ୍ଥଳ କରିବାକୁ ନିଆଗଲା ନୂଆ ନିଷ୍ପତି ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟାର ବିକାଶ ଯୋଜନା ସମୀକ୍ଷା କରିଛନ୍ତି। ଏହି ଅବସରରେ ଉତ୍ତର ପ୍ରଦେଶର ସରକାରଙ୍କ ଅଧିକାରୀମାନେ ଏକ ଉପସ୍ଥାପନା କରିଥିଲେ ଯେଉଁଥିରେ…