ଆଜିର ଖବର ଅଷ୍ଟ୍ରେଲିଆନ୍ ଓପନ୍-୨୦୨୫: ବ୍ୟାଡମିଣ୍ଟନ୍ ଟାଇଟଲ୍ ଜିତିଲେ ଭାରତୀୟ ସଟଲର ଲକ୍ଷ୍ୟ ସେନ୍ ନୂଆଦିଲ୍ଲୀ: ବ୍ୟାଡମିଣ୍ଟନରେ ଭାରତୀୟ ସଟଲର ଲକ୍ଷ୍ୟ ସେନ୍ ସିଡନୀରେ ୨୦୨୫ ଅଷ୍ଟ୍ରେଲିଆନ୍ ଓପନ୍ ପୁରୁଷ ସିଙ୍ଗଲ୍ସ ଟାଇଟଲ୍ ଜିତିଛନ୍ତି। ଏହା ବର୍ଷର ତାଙ୍କର ପ୍ରଥମ ଟାଇଟଲ୍। ଆଜି…