ଆଜିର ଖବର ଜୁନ ମାସରେ ସ୍ଵାଭାବିକ ଠାରୁ ହୋଇପାରେ ଅଧିକ ବର୍ଷା: ଆଇଏମଡି ନିର୍ଦ୍ଦେଶକ ଭୁବନେଶ୍ବର: ଆସନ୍ତା ମାସ ଅର୍ଥାତ ଜୁନ ମାସରେ ରାଜ୍ୟରେ ଭଲ ବର୍ଷା ହେବ। ଏହି ମାସରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ହେବ। ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ମୌସୁମୀ…