ଆଇଜି ସଫିନ ଅହମ୍ମଦ

ଭୁବନେଶ୍ବର: ଓଡିଶା ପୋଲିସର ଜଣେ ଦକ୍ଷ ଅଫିସର କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦଙ୍କ ପରଲୋକ ଘଟିଛି। ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ କେରଳରେ ଚିକିତ୍ସିତ ହେଉଥିଲେ।…