ଆଜିର ଖବର ୟୁକ୍ରେନ ଉପରେ ରୁଷିଆର ଭୟଙ୍କର ଆକ୍ରମଣ: ଜଣେ ଭାରତୀୟଙ୍କ ସମେତ ୧୨ ମୃତ କିଭ୍: ୟୁକ୍ରେନର ରାଜଧାନୀ କିଭ୍ ଏବଂ ଏହାର ଆଖପାଖ ଅଞ୍ଚଳ ଉପରେ ରୁଷିଆ ପକ୍ଷରୁ ରାତାରାତି କ୍ରମାଗତ ଷଷ୍ଠ ଦିନ ପାଇଁ ଭୟଙ୍କର ଆକାଶମାର୍ଗ ଆକ୍ରମଣ କରାଯାଇଛି।…