ଆଜିର ଖବର ବାଣପୁର ସହରର ଷ୍ଟ୍ରିଟ ଲାଇଟ: ଦିନରେ ଆଲୋକ ରାତିରେ ଅନ୍ଧାର ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ସହରରେ ଦେଖିବାକୁ ମିଳିଛି ଅଜବ ଘଟଣା। ଏହି ସହରର ଅନେକ ସ୍ଥାନରେ ଦିନ ରାତି ଷ୍ଟ୍ରିଟ ଲାଇଟ ଜଳୁଥିବା…