ଜାତୀୟ ଖବର କଟକ, ଖୋର୍ଦ୍ଧା, ବ୍ରହ୍ମପୁର ଓ ବାଣପୁର ସହ ୬୪ ସ୍ଥାନର ଇଂରାଜୀ ବନାନ ହେଲା ପରିବର୍ତ୍ତନ; ବାହାରିଲା ବିଜ୍ଞପ୍ତି ଭୁବନେଶ୍ବର: ଆଜି ରାଜ୍ୟ ସରକାର ୬୪ ଟି ସ୍ଥାନର ଇଂରାଜୀ ବନାନରେ ସଂଶୋଧନ ଆଣିଛନ୍ତି। ଫଳରେ ଏଣିକି ଆଉ କଟକକୁ ଇଂରାଜୀରେ Cuttack ନ ଲେଖି KATAK…