ଭୁବନେଶ୍ବର: ଆଜି ରାଜ୍ୟ ସରକାର ୬୪ ଟି ସ୍ଥାନର ଇଂରାଜୀ ବନାନରେ ସଂଶୋଧନ ଆଣିଛନ୍ତି। ଫଳରେ ଏଣିକି ଆଉ କଟକକୁ ଇଂରାଜୀରେ Cuttack ନ ଲେଖି KATAK ଲେଖାଯିବ। ଆଜି ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଏହି ପରିବର୍ତ୍ତନ ନେଇ କ୍ୟାବିନେଟରେ ନିଷ୍ପତି କରାଯାଇଥିଲା।
ଯେଉଁଗୁଡିକ ଇଂରାଜୀ ବନାନ ପରିବର୍ତ୍ତନ ହୋଇଛି ସେଗୁଡିକ ହେଲା







