ଆଜିର ଖବର ୨୬୧ ଟି ପଦବୀରେ ନିଯୁକ୍ତି ଦେବ ଓଡ଼ିଶା ଉଠା ଜଳସେଚନ ନିଗମ, ବୋର୍ଡ ବୈଠକରେ ନିଷ୍ପତି ଭୁବନେଶ୍ବର: ଓଡ଼ିଶା ଉଠା ଜଳସେଚନ ନିଗମର ୨୦୭ତମ ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ (ବୋର୍ଡ ଅଫ୍ ଡାଇରେକ୍ଟର୍ସ ) ବୈଠକ ଗତ ୨୪ ତାରିଖ ଶୁକ୍ରବାର ଦିନ ଉନ୍ନୟନ…