ଆଜିର ଖବର ବାଣପୁର ମାଟିରେ କବିଗୋଦାବରୀଶ ମହାପାତ୍ରଙ୍କ ୧୨୭ତମ ଜୟନ୍ତୀ ପାଳିତ ବାଣପୁର: ଆଧୁନିକ ଓଡ଼ିଆ ସାହିତ୍ୟର ମହାନକବି, ଗାଳ୍ପିକ, ନାଟ୍ୟକାର, ଔପନ୍ୟାସିକ, ଶିଶୁ ସାହିତ୍ୟକ, ବ୍ୟଙ୍ଗସାହିତ୍ୟର ସ୍ରଷ୍ଟା, ଓଡ଼ିଆ ଭାଷାସାହିତ୍ୟରେ ସର୍ବମୋଟ ତିନିହଜାର ପୃଷ୍ଠା ଛାପିଥିବା ବିସ୍ମୟ ସାରସ୍ଵତପ୍ରତିଭା…