ବିଶେଷ ଖବର ଛତିଶଗଡ଼ରେ ରାହୁଲ ଗାନ୍ଧି ଓ ରମଣ ସିଂହଙ୍କ ମଧ୍ୟରେ କ’ଣ ରହିଛି ସମ୍ପର୍କ? ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଏକ୍ଜିଟ୍ ପୋଲ୍ ଆସିବା ଆରମ୍ଭ ହୋଇଛି। ନ୍ୟୁଜ୍ ଚ୍ୟାନେଲ୍ ଏବିପି ନ୍ୟୁଜ୍ ଏବଂ ସର୍ଭେ ଏଜେନ୍ସି ସି ଭୋଟର ପକ୍ଷରୁ…