ଆଜିର ଖବର ବରଗଡ଼ ସିମେଣ୍ଟ ୱାର୍କ୍ସର ଶ୍ରମିକଙ୍କ ପାଇଁ ବଡ଼ ସଫଳତା: ୨୬.୮୧ କୋଟିର ଲାଭ ଭୁବନେଶ୍ଵର: ବରଗଡ଼ ସ୍ଥିତ ଏସିସି ସିମେଣ୍ଟ କାରଖାନାର ଶ୍ରମିକଙ୍କୁ ୨୬.୮୧ କୋଟି ଟଙ୍କାର ଲାଭ ହୋଇଛି। କମ୍ପାନୀ ପକ୍ଷରୁ ଦିଆଯାଇଥିବା ଏକ ବନ୍ଦ ନୋଟିସ ଏବଂ ତଦଜନିତ…