ବିଶେଷ ଖବର ବିପଦରେ ଓଡିଶା ଗଣମାଧ୍ୟମ: ପୁଣି ବନ୍ଦ ହେଲା ଆଉ ଏକ ଓଡିଆ ଚ୍ୟାନେଲ ଭୁବନେଶ୍ବର: ବର୍ତ୍ତମାନ କରୋନା ପରେ ଓଡିଶା ଗଣମାଧ୍ୟମ ଏକ ବଡ ବିପଦଜନକ ପରିସ୍ଥିତି ଦେଇ ଗତି କରୁଛି। କାରଣ ଗୋଟିଏ ପରେ ଗୋଟିଏ ଚ୍ୟାନେଲ ବନ୍ଦ ହେବାକୁ…