ଆଜିର ଖବର ନେପାଳରୁ ୨୩ ଓଡିଆ ଯାତ୍ରୀ ଉଦ୍ଧାର ଭୁବନେଶ୍ଵର: ନେପାଳର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୩ ଜଣ ଓଡିଆ ଯାତ୍ରୀଙ୍କୁ ନେପାଳରୁ ଉଦ୍ଧାର କରାଯାଇ ଭାରତ ଅଣାଯାଇଛି। ଏହି ଯାତ୍ରୀମାନେ ନେପାଳ ଭ୍ରମଣରେ ଯାଇଥିଲେ।…