ଆଜିର ଖବର କରୋନା ଲେଉଟାଣି, ଓଡିଶାରେ ପୁଣି ନାଇଟ କର୍ଫ୍ୟୁ, 10ଟି ଜିଲ୍ଲାରେ ହେବ ଲାଗୁ ଭୁବନେଶ୍ବର, ପୁଣିଥରେ ରାଜ୍ୟରେ ଆରମ୍ଭ ହୋଇଛି କୋଭିଡ କଟକଣା। ଆଜି ରାଜ୍ୟ ସରକାର ଓଡ଼ିଶାର ୧୦ଟି ଜିଲ୍ଲାରେ ଲାଗୁକରିଛନ୍ତି ନାଇଟ୍ କର୍ଫ୍ୟୁ । କରୋନା ସଂକ୍ରମଣ ଦିନକୁ…