ଆଜିର ଖବର ଜନ ଧନ ଖାତା ଧାରକମାନଙ୍କୁ କିପରି ମିଳେ ୧୦ ହଜାର ଟଙ୍କା ଲାଭ, ବୁଝନ୍ତୁ ସମ୍ପୂର୍ଣ୍ଣ ବିବରଣୀ ନୂଆଦିଲ୍ଲୀ: ଆପଣ ଜନ ଧନ ଖାତା ଖୋଲିଛନ୍ତି କି? ତେବେ ଏହି ଖବର ଆପଣଙ୍କୁ ପଢିବା ଜରୁରୀ। ଜନ ଧନ ଯୋଜନା ଆକାଉଣ୍ଟରେ ଆପଣ ଅନେକ ସୁବିଧା…