ଆଜିର ଖବର ଜି -୨୦ ରାତ୍ରୀ ଭୋଜନରେ ଯୋଗଦେବେ ନାହିଁ ମଲ୍ଲିକାର୍ଜୁନ ଖଡଗେ, ରାଷ୍ଟ୍ରପତିଙ୍କ ପକ୍ଷରୁ ମିଳିଲା ନାହିଁ ନିମନ୍ତ୍ରଣ ନୂଆଦିଲ୍ଲୀ: କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜି -୨୦ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ ପଠାଇ ନାହାଁନ୍ତି। ରାତ୍ରୀ ଭୋଜନରେ ଯୋଗଦେବା…