ଜାତୀୟ ଖବର କଂଗ୍ରେସ ସଭାପତି ପଦ ପାଇଁ ଓଡିଶାରେ ପ୍ରଚାର କରି ଫେରିଲେ ମଲ୍ଲିକାର୍ଜୁନ ଖଡ଼ଗେ, କହିଲେ ଏହି କଥା ଭୁବନେଶ୍ୱର: ଗତକାଲି ଏଆଇସିସି ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ସାଂସଦ ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେ ଓଡ଼ିଶା ଗସ୍ତରେ ଆସି ପ୍ରଦେଶ କଂଗ୍ରେସ କାର୍ୟ୍ୟାଳୟରେ ପିସିସି ସଭ୍ୟମାନଙ୍କ…