ଆଜିର ଖବର ନୂଆ ଓଡିଆ ଚଳଚ୍ଚିତ୍ର କିସ୍ ମିସ୍ ର ଶୁଭ ମହୁରତ ଭୁବନେଶ୍ଵର: ଝିଲିକ୍ ମୋସନ୍ ପିକ୍ଚର୍ସ ବ୍ୟାନରରେ ଫିଲ୍ମ କିସ୍ ମିସ୍ ନିର୍ମାଣ ହେବାକୁ ଯାଉଛି। ଭୁବନେଶ୍ବରର ଏକ ତାରକା ହୋଟେଲରେ ଏହାର ଶୁଭ ମହୁରତ୍ ଅନୁଷ୍ଠିତ ହୋଇଯାଇଛି।…