ଆଜିର ଖବର ବାଜିଲା ଦୁର୍ଗା ପୂଜା ପାଇଁ ବିଗୁଲ, ଜନ୍ମାଷ୍ଟମୀର ନଦୀ ପଠାରୁ ମାଟି ଆଣିଲେ ପୂଜା ସମିତି ଭୁବନେଶ୍ବର/କଟକ: ଆଜିଠାରୁ ବାଜିଲା ଦଶହରା ବିଗୁଲ। କାରଣ ଦୁର୍ଗାପୂଜାର ଆଦ୍ୟ ପର୍ବ ହେଉଛି ଜନ୍ମାଷ୍ଠମୀରେ ମାଟି ଉଠା କାର୍ଯ୍ୟ। ପୂଜା ସମିତିର କର୍ମକର୍ତ୍ତାଗଣ ନଦୀପଠାକୁ ଯାଇ ପୂଜାଅର୍ଚ୍ଚନା…