Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ଚିହ୍ନଟ ହେଲେ ୨୯୬ ଜଣ ନୂଆ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର:  ଆଜି ରାଜ୍ୟରେ ୨୯୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୫୮ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୭୪ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୨୨  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

– ବାଲେଶ୍ୱର ଜିଲ୍ଲାରୁ – ୪

– ଭଦ୍ରକ ଜିଲ୍ଲାରୁ – ୪

– ବଲାଙ୍ଗୀରି ଜିଲ୍ଲାରୁ- ୨

– କଟକ ଜିଲ୍ଲାରୁ – ୨୩

– ଦେବଗଡ ଜିଲ୍ଲାରୁ- ୫

– ଢେଙ୍କାନାଳ ଜିଲ୍ଲାରୁ – ୧

– ଗଜପତି ଜିଲ୍ଲାରୁ- ୧୦

– ଜଗତସିଂହପୁର ଜିଲ୍ଲାରୁ – ୩

– ଯାଜପୁର ଜିଲ୍ଲାରୁ – ୧୪

– ଝାରସୁଗୁଡା ଜିଲ୍ଲାରୁ- ୧

– କେନ୍ଦ୍ରାପଡ଼ା ଜିଲ୍ଲାରୁ – ୧

– ଖୋର୍ଦ୍ଧାରୁ- ୧୫୨

– କୋରାପୁଟ ଜିଲ୍ଲାରୁ- ୧

– ମାଲକାନଗିରି ଜିଲ୍ଲାରୁ- ୪

– ମୟୁରଭଞ୍ଜ ଜିଲ୍ଲାରୁ – ୪

– ନବରଙ୍ଗପୁର ଜିଲ୍ଲାରୁ- ୧

– ନୟାଗଡ଼ ଜିଲ୍ଲାରୁ – ୧

– ପୁରୀ ଜିଲ୍ଲାରୁ – ୧

– ରାୟଗଡା ଜିଲ୍ଲାରୁ- ୧

– ସମ୍ବଲପୁର ଜିଲ୍ଲାରୁ – ୪

– ସୁନ୍ଦରଗଡ଼ ଜିଲ୍ଲାରୁ – ୨୩

– ଷ୍ଟେଟ ପୁଲରୁ- ୩୬

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୪ ହଜାର ୪୧ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୨ ହଜାର ୫୬୬ ଏବଂ ବର୍ତ୍ତମାନ ୩୦୫୮ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ଚିହ୍ନଟ ହେଲେ ୩୧୬ ଜଣ ନୂଆ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର:  ଆଜି ରାଜ୍ୟରେ ୩୧୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୫୧ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୩୦  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

– ବାଲେଶ୍ୱର ଜିଲ୍ଲାରୁ – ୩

– ଭଦ୍ରକ ଜିଲ୍ଲାରୁ – ୧

– ବଲାଙ୍ଗୀରି ଜିଲ୍ଲାରୁ- ୧୦

– କଟକ ଜିଲ୍ଲାରୁ – ୩୨

– ଢେଙ୍କାନାଳ ଜିଲ୍ଲାରୁ – ୪

– ଗଜପତି ଜିଲ୍ଲାରୁ- ୧

– ଗଞ୍ଜାମ ଜିଲ୍ଲାରୁ- ୪

– ଜଗତସିଂହପୁର ଜିଲ୍ଲାରୁ – ୪

– ଯାଜପୁର ଜିଲ୍ଲାରୁ – ୯

– ଝାରସୁଗୁଡ଼ା ଜିଲ୍ଲାରୁ – ୨

– କଳାହାଣ୍ଡି ଜିଲ୍ଲାରୁ – ୧

– କନ୍ଧମାଳ ଜିଲ୍ଲାରୁ- ୧

– କେନ୍ଦ୍ରାପଡ଼ା ଜିଲ୍ଲାରୁ –  ୮

– ଖୋର୍ଦ୍ଧାରୁ- ୧୫୨

– ମାଲକାନଗିରି ଜିଲ୍ଲାରୁ- ୧

– ମୟୁରଭଞ୍ଜ ଜିଲ୍ଲାରୁ – ୨୮

– ନୟାଗଡ଼ ଜିଲ୍ଲାରୁ – ୩

– ପୁରୀ ଜିଲ୍ଲାରୁ – ୨

– ରାୟଗଡା ଜିଲ୍ଲାରୁ- ୧

– ସମ୍ବଲପୁର ଜିଲ୍ଲାରୁ – ୭

– ସୋନପୁର ଜିଲ୍ଲାରୁ- ୧

– ସୁନ୍ଦରଗଡ଼ ଜିଲ୍ଲାରୁ – ୬

– ଷ୍ଟେଟ ପୁଲରୁ- ୩୫

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୧ ହଜାର ୭୭୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୯ ହଜାର ୧୪୭ ଏବଂ ବର୍ତ୍ତମାନ ୪୨୩୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଉ ୫୫୬ ନୂଆ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୫୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୨୪ ଜଣ ଚିହ୍ନଟ ହୋଇଥିବା ବେଳେ ୨୩୨ ଟି ଲୋକାଲ କେସ୍‌ ରହିଛ। ୫୫୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୮୭ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୫ ହଜାର ୯୭୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୨୨ ହଜାର ୭୮୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୮୪୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୯୦ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୨୦ ଟି ଜିଲ୍ଲାରୁ ୫୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୩୦୫ ଜଣ, କଟକ ଜିଲ୍ଲାରୁ ୪୧, ଅନୁଗୁଳ ଜିଲ୍ଲାରୁ ୫, ବାଲେଶ୍ଵର ଜିଲ୍ଲାରୁ ୧୦ ଜଣ, ଭଦ୍ରକ ଜିଲ୍ଲାରୁ ୮ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୧, ବୌଦ୍ଧ ଜିଲ୍ଲାରୁ ୭, ଢେଙ୍କାନାଳ ଜିଲ୍ଲାରୁ ୧, ଗଞ୍ଜାମ ଜିଲ୍ଲାରୁ ୩, ଜଗତସିଂହପୁର ଜିଲ୍ଲାରୁ ୧୧ ଜଣ, ଯାଜପୁର ଜିଲ୍ଲାରୁ ୧୧ ଜଣ, ଝାରସୁଗୁଡା ଜିଲ୍ଲାରୁ ୫, କେନ୍ଦ୍ରାପଡା ଜିଲ୍ଲାରୁ ୮, କେନ୍ଦୁଝର ଜିଲ୍ଲାରୁ ୩, କୋରାପୁଟ ଜିଲ୍ଲାରୁ ୩, ମାଲକାନଗିରି ଜିଲ୍ଲାରୁ ୧, ମୟୂରଭଞ୍ଜ ଜିଲ୍ଲାରୁ ୧୫ ଜଣ, ପୁରୀ ଜିଲ୍ଲାରୁ ୧୨ ଜଣ, ସମ୍ବଲପୁର ଜିଲ୍ଲାରୁ ୧୭, ସୁନ୍ଦରଗଡ ଜିଲ୍ଲାରୁ ୧୮ ଏବଂ ଷ୍ଟେଟ ପୁଲରୁ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।