ବିଶେଷ ଖବର ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ପରୋକ୍ଷରେ ଆକ୍ରମଣ କଲେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଭୁବନେଶ୍ବର, ପୁଣିଥରେ ଓଡିଶା ମିଡିଆ ସମ୍ରାଟ ତଥା ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଚିରାଚରିତ ଭାବେ ନବୀନଙ୍କୁ ପରୋକ୍ଷରେ ଆକ୍ରମଣ କରିଛନ୍ତି। ସେ ସମ୍ବାଦ ଖବରକାଗଜର ‘ଆମଘରର…