ଆଜିର ଖବର ହାତୀ ହାବୁଡ଼ରେ ପଡି ବନବିଭାଗର ଅସ୍ଥାୟୀ କର୍ମଚାରୀ ମୃତ ରେଢ଼ାଖୋଲ (କନ୍ଦର୍ପ ବେହେରା): ହାତୀ ମାନଙ୍କର ଗତିବିଧି ସମ୍ପର୍କରେ ନିରୀକ୍ଷଣ କରୁଥିବା ସମୟରେ ଜଣେ ଅସ୍ଥାୟୀ ବନ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବନବିଭାଗ ସୂତ୍ରରୁ ପ୍ରକାଶ। ନାକଟିଦେଉଳ…