ଅପରାଧ ଛତିଶଗଡ଼ରେ ଆଜି ଆଉ ୯ ମାଓବାଦୀଙ୍କ ଆତ୍ମସମର୍ପଣ: ନକ୍ସଲମୁକ୍ତ ହେଲା ଗରିଆବନ୍ଦ ଜିଲ୍ଲା ରାୟପୁର: ଛତିଶଗଡ଼ର ଗରିଆବନ୍ଦ ଜିଲ୍ଲାରେ ଆଜି ୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏଥିରେ ଛଅ ଜଣ ମହିଳା ମାଓବାଦୀ ସାମିଲ ଅଛନ୍ତି। ସମସ୍ତ ଆତ୍ମସମର୍ପଣକାରୀ ମାଓବାଦୀଙ୍କ…