ଆଜିର ଖବର ଗିନିରେ ଭୂସ୍ଖଳନ : ଅଳିଆ ପାହାଡ଼ ଧସି ୩୦ ମୃତ କୋନାକ୍ରି: ଗିନିର ରାଜଧାନୀ କୋନାକ୍ରିରେ ପ୍ରବଳ ବର୍ଷା ପରେ ଭୟାବହ ଅଘଟଣ ଘଟିଛି। ଏକ ବଡ଼ ଲ୍ୟାଣ୍ଡଫିଲ୍ର ଅଳିଆ ପାହାଡ଼ ଧସି ନିକଟସ୍ଥ ବସ୍ତି ଉପରେ ପଡ଼ିବାରୁ…