ଆଜିର ଖବର ବେଲଗୁଣ୍ଠା ବଜାରରେ ଚଢ଼ାଉ: ବିପୁଳ ପରିମାଣର ଗୁଟଖା ଜବତ ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ପ୍ରଶାସନ ତରଫରୁ ବେଲଗୁଣ୍ଠା ବଜାରରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗୁଟଖା ଜବତ କରାଯାଇଛି। ବେଲଗୁଣ୍ଠା…