ଅପରାଧ କେନ୍ଦୁଝର: ବେଆଇନ ଗୋରୁ ବୋଝେଇ ଟ୍ରକରୁ ୭୪ ଗୋରୁ ଉଦ୍ଧାର କଲା ଏସଟିଏଫ, ୨ ଗିରଫ କେନ୍ଦୁଝର: ଆଜି ଭୋରରୁ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଜୁଡିଆଘାଟିରେ ଏସଟିଏଫ ଚଢ଼ାଉ କରି ଦୁଇ ଗୋଟି ଗୋରୁ ବୋଝେଇ ଟ୍ରକ ଜବତ କରିଛି। ସୂଚନା ମୁତାବକ…