ବ୍ୟବସାୟ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୦୦ ଡଲାର ଟପିଲା: ବଢ଼ିବ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର ! ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (କ୍ରୁଡ୍ ଅଏଲ୍) ମୂଲ୍ୟରେ ତୀବ୍ର ବୃଦ୍ଧି ଘଟି ବ୍ୟାରେଲ ପିଛା ୯୮ ଡଲାରରୁ ୧୦୦ ଡଲାରକୁ ବୃଦ୍ଧି ପାଇଛି। ସେପ୍ଟେମ୍ବର…