ଆଜିର ଖବର ସାଇକେଲରେ ପରିବାରକୁ ଧରି ଲକ୍ଷ୍ନୌରୁ ଯାଉଥିଲେ ଛତିଶଗଡ : ଅଜଣା ଗାଡି ଧକ୍କାରେ ଦମ୍ପତି ମୃତ ଲକ୍ଷ୍ନୌ: କରୋନା ମହାମାରୀ ସହ ମୁକାବିଲା ପାଇଁ ଦେଶରେ ଲକ୍ଡାଉନ୍ ଜାରି ରହିଛି । ଏହି ଲକ୍ ଡାଉନ୍ ଯୋଗୁଁ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି ଶ୍ରମିକମାନେ…