ଆଜିର ଖବର ବାଲେଶ୍ୱରରେ ଛାତିଥରା ଗୁଳିକାଣ୍ଡ, ବ୍ୟବସାୟୀ ଏସ୍.କେ. ହମିଦଙ୍କ ମୃତ୍ୟୁ ବାଲେଶ୍ୱର: ବାଲେଶ୍ୱରରେ ଦିନଦ୍ୱିପ୍ରହରରେ ଘଟିଥିବା ଛାତିଥରା ଗୁଳିକାଣ୍ଡ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବ୍ୟବସାୟୀ ଏସ୍.କେ. ହମିଦଙ୍କୁ ଦୁର୍ବୃତ୍ତମାନେ ଅତର୍କିତ ଭାବେ ଗୁଳି କରି ଫେରାର…