ବିଶେଷ ଖବର କ୍ୟାବିନେଟ ନିଷ୍ପତି: ଏଣିକି ଲୋକେ ଶ୍ରୀଜଗନ୍ନାଥ ଜମି କିଣାବିକା କରିପାରିବେ, ଶୁଣନ୍ତୁ କଣ କହୁଛନ୍ତି ସିଏସ ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ତାହା ହେଲା, ଏଣିକ ଜଗନ୍ନାଥଙ୍କ ଜମିକୁ ଦଖଲଦାରମାନେ କିଣିବିକା କରିପାରିବେ। ପୂର୍ବରୁ ଯେଉଁମାନେ ଜଗନ୍ନାଥଙ୍କ…