ଜାତୀୟ ଖବର ଶ୍ରୀମନ୍ଦିରର ଗର୍ଭଗୃହ ସହ ଏଥର ପାର୍ଶ୍ବ ଦେବାଦେବୀ ମନ୍ଦିର ସଂରକ୍ଷଣ ପାଇଁ ପ୍ରସ୍ତୁତ ହେବ 5 ବର୍ଷିୟା ଯୋଜନା ପୁରୀ, ଆସନ୍ତା ରଥଯାତ୍ରା ବେଳେ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ତଥା ମରାମତି ନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି।…